ETV Bharat / state

ପଲ୍ଲୀ ପ୍ରତିଭା ସମ୍ମାନରେ ପୁରସ୍କୃତ ହେଲେ 5 ବିଶିଷ୍ଟ ପାଲା ଗାୟକ - Palli prativa Award

ଆରାଧ୍ୟ ଦେବୀ ମା' କାଳିକାଙ୍କ ଦୁର୍ଗାପୂଜା ଅବସରରେ ବଡ଼ବେରଣା ଗ୍ରାମରେ ଅନୁଷ୍ଠିତ ହେଲା ପଲ୍ଲୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର 5 ଜଣ ବିଶିଷ୍ଟ ପାଲା ଗାୟକ ଓ ବାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ବଡ଼ବେରଣା ଗ୍ରାମରେ ପଲ୍ଲୀ ପ୍ରତିଭା ସମ୍ମାନ ଅନୁଷ୍ଠିତ, ପୁରସ୍କୃତ ହେଲେ 5 ବିଶିଷ୍ଟ ପାଲା ଗାୟକ

author img

By

Published : Oct 15, 2021, 7:27 PM IST

ଖୋର୍ଦ୍ଧା: ଆରାଧ୍ୟ ଦେବୀ ମା' କାଳିକାଙ୍କ ଦୁର୍ଗାପୂଜା ଉପଲକ୍ଷେ ବଡ଼ବେରଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପଲ୍ଲୀ ପ୍ରତିଭା ସମ୍ମାନ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ଵାମିତ୍ର ଟ୍ରଷ୍ଟ ଖୋର୍ଦ୍ଧାର ଅଧକ୍ଷ ରାମଶଙ୍କର କାର୍ଯ୍ୟକ୍ରମକୁ ଉଦଘାଟିତ କରି ସମାଜରେ କିଭଳି କନ୍ୟାଭ୍ରୁଣ ହତ୍ୟା ରୋକାଯାଇ ପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ବଡ଼ବେରଣା ଗ୍ରାମରେ ପଲ୍ଲୀ ପ୍ରତିଭା ସମ୍ମାନ ଅନୁଷ୍ଠିତ, ପୁରସ୍କୃତ ହେଲେ 5 ବିଶିଷ୍ଟ ପାଲା ଗାୟକ

ସେହିପରି ମୁଖ୍ୟବକ୍ତା ଭାବେ ଅମରେନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବଡ଼ବେରଣା ଗ୍ରାମର 5ଜଣ ବିଶିଷ୍ଟ ପାଲା ଗାୟକ ଓ ବାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୁନିକୁନି ପିଲାଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପୁରସ୍କାର ବିତରଣ କରଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଅଞ୍ଚଳରେ ଶେଷ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.