ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ଆହତ - ଖୋର୍ଦ୍ଧା ଖବର

ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧ ଆହତ
ହାତୀ ଆକ୍ରମଣରେ ବୃଦ୍ଧ ଆହତ
author img

By

Published : Feb 27, 2021, 10:54 AM IST

ଖୋର୍ଦ୍ଧା: ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତ ବୃଦ୍ଧ ଜଣକ ପୁରୀ ଜିଲ୍ଲା କଣାସ ବ୍ଲକ ଦେଇପୁର ଗ୍ରାମର ରାମଚନ୍ଦ୍ର ଛୁଆଳ ସିଂ ।

ବୃଦ୍ଧ ଜଣକ ସାଇକେଲ ଯୋଗେ ନିଜ ଝିଅ ଘର ଅରିସଲ ଗ୍ରାମରୁ ଫେରୁଥିବା ବେଳେ ଟାଙ୍ଗୀ ବ୍ଲକ ମା ଉଗ୍ରତାରା ଦେବୀଙ୍କ ରାସ୍ତା ନିକଟରେ ଏକ ଦନ୍ତା ହାବୁଡରେ ପଡିଥିଲେ । ବନ ବିଭାଗ କର୍ମଚାରୀ ମାନେ ପାଟ୍ରୋଲିଂ ବେଳେ ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.