ETV Bharat / state

ଶହୀଦ ଯବାନଙ୍କ ଦାଦାଙ୍କୁ ତଣ୍ଟିଆ ମରା ଘଟଣା, ପାକ ମିଡିଆରେ ଓଡିଶା ବିଧାୟକ - ଓଡିଶା ବିଧାୟକ

ପାକିସ୍ତାନ ଗଣମାଧ୍ୟମରେ ଓଡି଼ଆ ବିଧାୟକଙ୍କ ଖବର ପ୍ରସାରିତ। ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାରରେ ବିଧାୟକ ଯବାନଙ୍କ ଦାଦାଙ୍କୁ ତଣ୍ଟିଆ ମରା ଘଟଣା ସୋସିଆଲ ମିଡିଆରେ ଭାଇରାଲ ପରେ ଏବେ ପାକରେ ଚର୍ଚ୍ଚା ସୃଷ୍ଟି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 21, 2019, 8:52 PM IST

Updated : Feb 21, 2019, 9:07 PM IST

ଭୁବନେଶ୍ବର: ପାକିସ୍ତାନ ଗଣମାଧ୍ୟମରେ ଓଡି଼ଆ ବିଧାୟକଙ୍କ ଖବର ପ୍ରସାରିତ । ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାରରେ ବିଧାୟକ ଯବାନଙ୍କ ଦାଦାଙ୍କୁ ତଣ୍ଟିଆ ମରା ଘଟଣା ସୋସିଆଲ ମିଡିଆରେ ଭାଇରାଲ ପରେ ଏବେ ପାକରେ ଚର୍ଚ୍ଚା ସୃଷ୍ଟି କରିଛି । ଶହୀଦଙ୍କୁ ଜଣେ ରାଜନେତା କିପରି ଅସମ୍ମାନିତ କରୁଛନ୍ତି ତାହାକୁ ପାକ ଗଣମାଧ୍ୟମ ଗୁରୁତ୍ବ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତାମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ଶହୀଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।

ସୂଚନା ଅନୁସାରେ, ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଧକ୍କା ମରା ଭିଡିଓ ଭାଇରାଲ ହେବା ପରେ ସେ ନିଃସ୍ବାର୍ଥ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ଆଉ ଏହି ଘଟଣାକୁ ନେଇ କୌଣସି ପ୍ରକାର ରାଜନୀତି ନକରିବା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ । ଏହା ସହ ସେ ଅଜାଣତରେ ଏଭଳି କରିଥିବାର ସ୍ପଷ୍ଟିକରଣ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

test klklnklnnnlkkv

Conclusion:
Last Updated : Feb 21, 2019, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.