ETV Bharat / state

Odisha Cabinet Meeting: ୧୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର - Chief minister Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୭ ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର (Odisha cabinet approves 17 proposals ) । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 18, 2022, 7:56 PM IST

Updated : Nov 18, 2022, 9:24 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୭ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର (Odisha cabinet approves) । କ୍ୟାବିନେଟରେ ଓଡିଶା ବନ୍ଦର ନୀତି-୨୦୨୨ କୁ ମଞ୍ଜୁରୀ। ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ବ । ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟିକୁ ପ୍ରୋତ୍ସାହିତ କରିବେ ସରକାର ।

୧୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର
  • ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟର ମଂଜୁରୀ
  • କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଂଜୁରୀ
  • ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ ଦେଲା କ୍ୟାବିନେଟ

ଏହାବି ପଢନ୍ତୁ- ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ସେହିପରି କଟକ ଜିଲ୍ଲା ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି କ୍ୟାବିନେଟ । ଏଥିରେ ୩୮୭ ମିଟର ଦୀର୍ଘ ଓ ୪୩. ୮୨୫ ମିଟର ଉଚ୍ଚର କଙ୍କ୍ରିଟ ବନ୍ଧ ହେବ ନିର୍ମାଣ । ଖର୍ଚ୍ଚ ହେବ ୨୨୫ କୋଟି ଟଙ୍କା ।

ଏହାବି ପଢନ୍ତୁ- Odisha Council Minister Meeting: ବିଶ୍ବକପ ହକିକୁ ଦୃଷ୍ଟିରେ ରଖି ପଦକ୍ଷେପ

ସେହିଭଳି ରାଜ୍ୟ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’କୁ ମଞ୍ଜୁରୀ ଦେଲା କ୍ୟାବିନେଟ । ‘ପ୍ରାରମ୍ଭ’ ଶିଶୁମାଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ବ ଦେବ। ଶିଶୁମାନଙ୍କର ମାନସିକ ଶାରୀରିକ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାରକୁ ଗୁରୁତ୍ବ ଦେବ। ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ବର୍ଷକ ମଧ୍ୟରେ ଏହି ନୀତି କାର୍ଯ୍ୟକାରୀ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2022, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.