ETV Bharat / state

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ସାଂସଦଙ୍କ ନିନ୍ଦା - mp aparajita sarangi

ଭୁବନେଶ୍ବରରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି ।

mp aparajita sarangi
ସାମ୍ବାଦିକାଙ୍କ ଉପରେ ଆକ୍ରମଣକୁ ସାଂସଦଙ୍କ ନିନ୍ଦା
author img

By

Published : Dec 29, 2019, 6:54 PM IST

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ସମସ୍ତେ ସମସ୍ତଙ୍କର ଆଚରଣ ଏବଂ ଉଚ୍ଚାରଣରେ ସଞ୍ଜମତା ରଖିବା ଦରକାର । କର୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଯିଏବି ଆକ୍ରମଣ କରୁଛି ତାକୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣକୁ ନେଇ ଆଜି ଏପରି କିଛି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସାମ୍ବାଦିକାଙ୍କ ଉପରେ ଆକ୍ରମଣକୁ ସାଂସଦଙ୍କ ନିନ୍ଦା

ଏହାସହ ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି । ସୂଚନାଥାଉକି, ଶନିବାର ସନ୍ଧ୍ୟାରେ ଏକ ଗଣମାଧ୍ୟମର ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଭୁବନେଶ୍ବରର ଏସପ୍ଲାନେଡ ମଲରେ ଆକ୍ରମଣ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଅପରାଜିତା

Body:ଖୋର୍ଦ୍ଧା : ସମ୍ବାଦିକଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ସମସ୍ତେ ସମସ୍ତଙ୍କର ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବା ଦରକାର । କର୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଜିଏବି ଆକ୍ରମଣ କରୁଛି ତାକୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ଆଜି ଏପରି କିଛି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆହୁରିମଧ୍ୟ କହିଛନ୍ତି ସରକାର ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ଦରକାର । ରାଜ୍ୟରେ ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଗତ ସନ୍ଧ୍ୟାରେ ଜୈନିକ ଗଣମାଧ୍ୟମର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

Conclusion:ବାଇଟ- ଅପରାଜିତା ଷଡଙ୍ଗୀ,ସାଂସଦ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.