ETV Bharat / state

ସୂକ୍ଷ୍ମକଳା ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ L Eswar Rao

author img

By

Published : Dec 31, 2021, 6:43 PM IST

ସୂକ୍ଷ୍ମ କଳାକୃତି କରି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଜଟଣୀର ଏଲ ଈଶ୍ୱର ରାଓ । ଏଥର ମଧ୍ୟ ନୂତନ ବର୍ଷର ଶୁଭେଚ୍ଛା ନିଜ ସୂକ୍ଷ୍ମ କଳା ମାଧ୍ୟମରେ ଦେଇଛନ୍ତି ସେ । ଅଧିକ ପଢନ୍ତୁ

ସୂକ୍ଷ୍ମକଳା ମାଧ୍ୟମରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ  L Eswar Rao

ଖୋର୍ଦ୍ଧା : ସୂକ୍ଷ୍ମ କଳାକୃତି କରି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଜଟଣୀର ଏଲ ଈଶ୍ୱର ରାଓ । ଏଥର ମଧ୍ୟ ନୂତନ ବର୍ଷର ଶୁଭେଚ୍ଛା ନିଜ ସୂକ୍ଷ୍ମ କଳା ମାଧ୍ୟମରେ ଦେଇଛନ୍ତି ସେ । ଏକ 750 ମିଲି କାଚ ବୋଟଲରେ 4.5ଇଞ୍ଚ ଉଚ୍ଚ ଓ 2.5ଇଞ୍ଚ ଚଉଡା ବିଶିଷ୍ଟ ଏକ ସୂକ୍ଷ୍ମ କଳାକୃତି ତିଆରି କରିଛନ୍ତି ।

ଏହି ସୂକ୍ଷ୍ମ କଳାକୃତି ପାଇଁ ତାଙ୍କୁ 3ଦିନ ସମୟ ଲାଗିଥିବା ବେଳେ ଏଥିରେ ସେ ଚକ ଖଣ୍ଡ,କାଚ, କାଗଜ, ବ୍ୟବହାର କରିଛନ୍ତି ।

ସେହିପରି ଏହି ସୂକ୍ଷ୍ମ କଳାକୃତି ମାଧ୍ୟମରେ ଲୋକଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ କୋରୋନା କଟକଣା ମାନି ଚଳିବା ପାଇଁ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.