ETV Bharat / state

ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ବର ଗାଁର ଜଣେ ପ୍ରବାସୀଙ୍କ ମୃତ୍ୟୁ । 14 ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଅଧଇକ ପଢନ୍ତୁ...

ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ମୃତ୍ୟୁ
ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ମୃତ୍ୟୁ
author img

By

Published : Jun 28, 2020, 3:54 PM IST

ଖୋର୍ଦ୍ଧା: ଚିଲିକା ବ୍ଲକ ଚଣ୍ଡେଶ୍ବର ଗାଁରେ ଆଭାବନୀୟ ଘଟଣା । ବାହାର ରାଜ୍ୟରୁ ଫେରିଥିବା ଜଣେ ପ୍ରବାସୀଙ୍କ ହଠାତ ମୃତ୍ୟୁ ହୋଇଯାଇଛି । ବ୍ୟକ୍ତି ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ମୃତ୍ୟୁ

ଚଣ୍ଡେଶ୍ବର ଗାଁର ମହନ ପ୍ରଧାନ କିଛି ଦିନ ତଳେ ହାଇଦ୍ରାବାଦରୁ ଫେରି ନିଜ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏଠାରେ 14 ଦିନ ରହିବା ପରେ ଶନିବାର ସେ ଘରକୁ ଫେରିଥିଲେ । ମାତ୍ର ରବିବାର ହଠାତ ତାଙ୍କର ମୃତ୍ୟୁ ହୋଇଯାଇଛି । ଏଯାଏଁ ମୃତ୍ୟୁର କାରଣ ଜଣାପଡିନାହିଁ । ଅନ୍ୟପକ୍ଷେ ଟାଙ୍ଗି ପୋଲିସ ପକ୍ଷରୁ ମହନ ପ୍ରଧାନଙ୍କ ମୃତ ଦେହକୁ କୋରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରି ପରୀକ୍ଷା ପାଇଁ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.