ETV Bharat / state

ସଂକ୍ରମଣ ଭୟ, ଗାଁରେ ପଡିଲା ତାଲା

author img

By

Published : Apr 29, 2021, 10:30 AM IST

ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ଗ୍ରାମରେ ପଜିଟିଭ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

hପ
ମଲ୍ଲିପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଖୋର୍ଦ୍ଧା: ରାଜ୍ୟରେ ବେକାବୁ ହୋଇଛି ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏ ନେଇ ଜିଲ୍ଲାର ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ।

ସଂକ୍ରମଣ ଭୟ, ଗାଁରେ ପଡିଲା ତାଲା
ସଂକ୍ରମଣ ଭୟ, ଗାଁରେ ପଡିଲା ତାଲା

ଆଜିଠାରୁ ଆସନ୍ତା ମେ 4 ତାରିଖ ଯାଏଁ ଏହା ବଳବତ୍ତର ରହିବ । ୨୨୧ଟି ପରିବାରର ୧୧୦୮ଜଣ ଲୋକ ଏହି ଆବଦ୍ଧାଞ୍ଚଳରେ ରହିବେ । ଜନସ୍ବାର୍ଥ ଏବଂ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ଜିଲାପାଳ ଆଶୋକ ବେହୁରିଆ ।

ପ୍ରକାଶ ଥାଇ କି, ଖୋର୍ଦ୍ଧା ବ୍ଲକରେ ୩୪ଜଣ ସଂକ୍ରମିତ ହୋଇଥିବା ବେଳେ ମଲ୍ଲିପୁର ଗ୍ରାମରୁ ଅଧିକ ରହିଛନ୍ତି । ଏ ନେଇ ମଲ୍ଲିପୁର ଗ୍ରାମକୁ କଣ୍ଟେଣ୍ଟମେନ ଜୋନ ଭାବରେ ଘୋଷଣା କର।ଯାଇଛି । ଫଳରେ ଗ୍ରାମବାସୀଙ୍କୁ ଗାଁ ବାହାରକୁ ଯିବା ଉପରେ କଟକଣା ଲାଗିଛି । ଏହା ସହିତ ବାହରୁ କେହି ବି ଗାଁ ଭିତରକୁ ଆସି ପାରିବେ ନାହିଁ । ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହେବ ବୋଲି ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.