ETV Bharat / state

ଅଟ୍ରି ମକର ମେଳା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି - ଖୋର୍ଦ୍ଧା

ଆସନ୍ତା 15 ତାରିଖରେ ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରି ମକର ମେଳା । ସେଥିପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ । ଅଧିକ ଖବର ପଢନ୍ତୁ...

ଅଟ୍ରି ମକର ମେଳାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି

author img

By

Published : Jan 12, 2020, 10:55 PM IST

ଖୋର୍ଦ୍ଧା: ଆସନ୍ତା 15 ତାରିଖରେ ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରି ମକର ମେଳା । ସେଥିପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ । ମକର ସଂକ୍ରାନ୍ତି ଠାରୁ ଏହି ମେଳା ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।

ଅଟ୍ରି ମକର ମେଳାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରବିବାର ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳକୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ଏହାସହ ଏଠାକୁ ଆସିବାକୁ ଥିବା ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜିଲ୍ଲାର ଅତିରିକ୍ତ ଏସପିଙ୍କ ନେତୃତ୍ବରେ ତିନିଜଣ ଡ଼ିଏସପି , ଚାରିଜଣ ଇନ୍ସପେକ୍ଟର, ଛଅ ଜଣ ସବଇନ୍ସପେକ୍ଟର, 27 ଜଣ ଏଏସଆଇ, 30 ଜଣ କନେଷ୍ଟବଳ,40 ଜଣ ଗୃହରକ୍ଷୀଙ୍କ ସହ ଚାରି ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଖୋର୍ଦ୍ଧା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମକର ମେଳାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି

Body:ଖୋର୍ଦ୍ଧା : ଆସନ୍ତା 15 ତାରିଖରେ ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରି ମକର ମେଳା । ସେଥିପାଇଁ ଚଳଚଞ୍ଚଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ । ମକର ସଂକ୍ରାନ୍ତି ଠାରୁ ଏହିମେଳା ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହି ମେଳାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ନିଜେ ଜିଲା ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳକୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଏହା ସହ ଏଠାକୁ ଆସିବାକୁ ଥିବା ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜିଲାର ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ତିନିଜଣ ଡ଼ିଏସପି ,ଚାରିଜଣ ଇନ୍ସପେକ୍ଟର, ଛଅ ଜଣ ସବଇନ୍ସପେକ୍ଟର,27 ଜଣ ଏଏସଆଇ,30 ଜଣ କନେଷ୍ଟବଳ,40 ଜଣ ଗୃହରକ୍ଷୀଙ୍କ ସହ ଚାରି ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଖୋର୍ଦ୍ଧା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Conclusion:ବାଇଟ- ଅଜେୟ ପ୍ରତାପ ସ୍ୱାଇଁ,ଏସପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.