ETV Bharat / state

ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଛନ୍ତି: ଲେଖାଶ୍ରୀ - ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଛ

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାରେ ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଛନ୍ତି

author img

By

Published : Dec 22, 2020, 1:03 PM IST

ଖୋର୍ଦ୍ଧା: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାରେ ବାବୁଲି ନାୟକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ଏଥିରେ ସରକାରଙ୍କୁ ସହଯୋଗ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବୋଲି ମଙ୍ଗଳବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର ।

ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଛନ୍ତି

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଏସଆଇଟି ଏବଂ ପୋଲିସ ଡିଜି ବିଜୁ ଜନତା ଦଳର ହାତବାରସି ସାଜି କାମ କରୁଛନ୍ତି । ସେପଟେ ପରୀ ଘଟଣାରେ ଗିରଫ ହୋଇଥିବା ଯୁବକକୁ ବିନା ତଥ୍ୟ ପ୍ରମାଣରେ ଗିରଫ କରିଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.