ETV Bharat / state

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାନବବାଦ ସଂଗଠନର ଲିଫଲେଟ - ଲିଫଲେଟ

ବେଗୁନିଆ ଅଞ୍ଚଳରେ ଆତଙ୍କ ଖେଳାଇଛି ମାନବବାଦ ସଙ୍ଗଠନ । ଏବେ ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ ହେଉଛି ଭାଇରାଲ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ
ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ
author img

By

Published : Sep 2, 2021, 12:41 PM IST

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଆତଙ୍କ ଖେଳାଇଛି ମାନବବାଦ ସଙ୍ଗଠନ । ସଂଗଠନର କଥା ନ ମାନିଲେ ମିଳୁଛି ତାଲିବାନୀ ଦଣ୍ତ । କେବଳ ସେତିକି ନୁହେଁ ସଂଗଠନ ମୁଖ୍ୟ ମାନସ ଦାସଙ୍କ କଥାରେ ରାଜି ନହେଲେ ଗାଁରୁ ତଡା ବି ଖାଉଛନ୍ତି ଲୋକେ । ମାନସ ଦାସ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ ।

ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ
ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାନବବାଦ ସଙ୍ଗଠନର ଏକ ଲିଫଲେଟ । ଏହି ଲିଫଲେଟରେ ଅନେକ ଗୁଡିଏ ବିବାଦୀୟ ଲେଖା ରହିଛି । ଯାହା ଏବେ ବିଭିନ୍ନ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ନିଜକୁ ଦ୍ରାବିଡ଼ ବୋଲି ଉଲ୍ଲେଖ କରିବା ସହିତ ଆର୍ଯ୍ୟ ସେମାନଙ୍କର ଶତୃ ବୋଲି ସେଥିରେ ଲେଖା ଯାଇଛି । ଏହି ଲିଫଲେଟରେ ନିୟମ କାନୁନ ଜଣାଇବାକୁ ଆଦିବାସୀଙ୍କ ଭିତରେ ଏହା ବଣ୍ଟାଯାଉଥିଲା ବୋଲି ସୂଚନା ମିଳିଛି ।

ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ
ସୋସିଆଲ ମିଡିଆରେ ମାନବବାଦ ସଂଗଠନର ଲିଫଲେଟ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.