ETV Bharat / state

ସପ୍ତାହକର ସଫଳତା ବଖାଣିଲେ ଖୋର୍ଦ୍ଧା ଏସପି

ଖୋର୍ଦ୍ଧା ଏସପିଙ୍କ ତତ୍ବବଧାନତାରେ ଚାଲିଛି ଅପରେସନ କ୍ଲିନ । ଏହାର ମୂଳ ଉଦେଶ୍ୟ ହେଉଛି ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା । ତେବେ ପୋଲିସ ପାଇଥିବା ସଫଳତା ଉପରେ ଏକ ପ୍ରେସମିଟ ଜରିଆରେ ପ୍ରକାଶ ହୋଇଛି ।

author img

By

Published : Aug 15, 2019, 6:43 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଏସପିଙ୍କ ତତ୍ତ୍ବାବଧାନତାରେ ଚାଲିଛି ଅପରେସନ କ୍ଲିନ । ବୁଧବାର ଏହି ପ୍ରସଙ୍ଗରେ ଏସପି ଅଗଷ୍ଟ 3 ରୁ 14 ପର୍ଯ୍ୟନ୍ତ ପୋଲିସ ପାଇଥିବା ସଫଳତାକୁ ଗଣମାଧ୍ୟମ ସାମନାରେ ବଖାଣିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅପରେସନ କ୍ଲିନ ମାଧ୍ୟମରେ ବେଆଇନ ନିଶା କାରବାରରେ ସମ୍ପୃକ୍ତ ଥିବା 7ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ମୋଟ 73.715 ଗ୍ରାମ ବ୍ରାଉନସୁଗାର, 10.940କିଲୋ ଗଞ୍ଜେଇ ଏବଂ ନଗଦ 91 ହଜାର 320ଟଙ୍କା ଜବତ କରିଛି ପୋଲିସ ।

ସେହିପରି ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ 9ଜଣ ଅପରାଧୀଙ୍କୁ ଗିରଫ କରି ସେମାନଙ୍କଠାରୁ କଟୁରୀ, ଭୁଜାଲି, ଲୁହା ରଡ଼ ଆଦି ଅପରାଧ ଘଟାଇବା ସାମଗ୍ରୀ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ସପ୍ତାହକର ସଫଳତା ବଖାଣିଲେ ଖୋର୍ଦ୍ଧା ଏସ୍ପି

ଖୋର୍ଦ୍ଧା : ଅଂଚଳରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଏସ୍ପିଙ୍କ ତତ୍ୱାବଧାନତାରେ ଚାଲିଛି ଅପରେସନ କ୍ଲିନ ।

Body:ଆଜି ଏହି ପ୍ରସଙ୍ଗରେ ଏସ୍ପି ଗତ 3ଅଗଷ୍ଟ ରୁ 14ଅଗଷ୍ଟ ପର୍ଯ୍ୟନ୍ତ ପୋଲିସ ପାଇଥିବା ସଫଳତାକୁ ଗଣମାଧ୍ୟମ ସାମ୍ନାରେ ବଖାଣିଛନ୍ତି । ଅପରେସନ କ୍ଲିନ ମାଧ୍ୟମରେ ବେଆଇନ ନିଶା କାରବାରରେ ସମ୍ପୃକ୍ତ ଥିବା 7ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ମୋଟ 73.715 ଗ୍ରାମ ବ୍ରାଉନସୁଗାର , 10.940କିଲୋ ଗଞ୍ଜେଇ ଏବଂ ନଗଦ 91 ହଜାର 320ଟଙ୍କା ଜବତ କରିଛି ପୋଲିସ । ସେହିପରି ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ 9ଜଣ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠାରୁ କଟୁରି,ଭୁଜାଲି,ଲୁହା ରଡ଼ ଆଦି ଅପରାଧ ଘଟାଇବା ସାମଗ୍ରୀ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । Conclusion:ବାଇଟ-ଅମୁଲ୍ୟ କୁମାର ଦାସ,ଏସ୍ପି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.