ETV Bharat / state

'ଅମ୍ଫାନ' ମୁକାବିଲା: ଖୋର୍ଦ୍ଧାରେ ୨୧୭୩ ସ୍ଥାନାନ୍ତର - cyclone amphan

ଖୋର୍ଦ୍ଧାରେ ବାତ୍ୟା 'ଅମ୍ଫାନ'ର ମୁକାବିଲା । ଜିଲ୍ଲା ଉପଖଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୧୭୩ ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

'ଅମ୍ପାନ' ମୁକାବିଲା:ଖୋର୍ଦ୍ଧାରେ ୨୧୭୩ ଜଣ  ସ୍ଥାନାନ୍ତର

author img

By

Published : May 20, 2020, 2:06 PM IST

ଖୋର୍ଦ୍ଧା: ବାତ୍ୟା 'ଅମ୍ଫାନ' ପ୍ରଭାବରେ ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜିଲ୍ଲା ଉପଖଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୧୭୩ ଜଣଙ୍କୁ ଆଶ୍ରୟସ୍ଥଳୀକୁ ପଠାଯାଇଛି ।

'ଅମ୍ପାନ' ମୁକାବିଲା:ଖୋର୍ଦ୍ଧାରେ ୨୧୭୩ ଜଣ  ସ୍ଥାନାନ୍ତର
'ଅମ୍ପାନ' ମୁକାବିଲା:ଖୋର୍ଦ୍ଧାରେ ୨୧୭୩ ଜଣ ସ୍ଥାନାନ୍ତର

ଚିହ୍ନଟ ହୋଇଥିବା ୮୫୫ଟି ବାତ୍ୟା ଆଶ୍ରୟ ସ୍ଥଳୀ ମଧ୍ୟରୁ ୪୧ଟି ସ୍ଥାନକୁ ସ୍ଥାନାନ୍ତର କରାଯାଇ । ସ୍ଥାନାନ୍ତର ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ବାତ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ସେପଟେ ଅଗ୍ନିଶମ ବାହିନୀ ସମସ୍ତ ଉପକରଣ ସହ ସଜାଗ ରହିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ବାତ୍ୟାର ପ୍ରଭାବ କମିବାରେ ଲାଗିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.