ETV Bharat / state

ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ, 4 ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ - ganja seized by khordha police

ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜାତୀୟ ରାଜପଥ 16 ନମ୍ବରରୁ 4 ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ବାନ୍ଧିଛି ପୋଲିସ। ସେମାନଙ୍କ ନିକଟରୁ 21କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି ।

ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ
author img

By

Published : Nov 10, 2019, 3:34 AM IST

ଖୋର୍ଦ୍ଧା: ଗଞ୍ଜେଇ କାରବାର ବେଳେ 4ଜଣଙ୍କୁ ବାନ୍ଧିଲା ପୋଲିସ । 16 ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚଢାଉ କରି 21 କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି । ଏଥିସହ 4ଜଣ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ମାରୁତି କାର, ଗୋଟିଏ ପଲସର ବାଇକ ଓ 3ଟି ମୋବାଇଲ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଶନିବାର 16ନଂ ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଙ୍ଗ କରିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନକଟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଥିଲା । ଅଚାନକ ଚଢାଉ କରି ସେମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅପରାଧି ମାନେ ହେଲେ ସପନ କୁମାର ମହାପାତ୍ର, ଯଜ୍ଞଦତ୍ତ ପଣ୍ଡା,ସଚିନ ସାହୁ ଓ ମନୋଜ ବରିସଲ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଗଂଜେଇ ଜବତ ଚାରି ଗିରଫ

Body:ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜାତୀୟ ରାଜପଥ ନଂ16ରେ ଚଢାଉ କରି 21 କେଜି 6 ଶହ ଗ୍ରାମର ଗଂଜେଇ ଜବତ କରିବା ସହ ମାରୁତି ବ୍ରିଜା କାର , ଏକ ପଲସର ବାଇକ ଏବଂ ତିନୋଟି ମୋବାଇଲ ଫୋନ ଜବତ କରି 4ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଆଜି 16ନଂ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରିବା ସମୟରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜିଲାପାଳଙ୍କ କାର୍ଯ୍ୟାଳୟ ନକଟରେ ଗଂଜେଇ ଚୋରା ଚାଲାଣକାରୀ ମାଲ ନେଇ ଆସୁଥିବା ଖବରପାଇ ଛକି ଥିଲେ ଏବଂ ଗାଡି ସହ ଗଂଜେଇ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅପରାଧି ମାନେ ହେଲେ ସପନ କୁମାର ମହାପାତ୍ର, ଯଜ୍ଞଦତ୍ତ ପଣ୍ଡା,ସଚିନ ସାହୁ,ମନୋଜ ବରିସଲ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.