ETV Bharat / state

ସମବାୟ ବ୍ୟାଙ୍କ ଜାଲିଆତି, CEOଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଖୋର୍ଦ୍ଧା ବିଧାୟକ

author img

By

Published : Apr 8, 2022, 8:03 AM IST

ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ଘଟଣା । ସାମ୍ନାକୁ ଆସିଲା ଆଉ ଏକ ଜାଲିଆତି ଘଟଣା । ଅଧିକ ପଢନ୍ତୁ

ସମବାୟ ବ୍ୟାଙ୍କ ସିଇଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଧାୟକ

ଖୋର୍ଦ୍ଧା: ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ଘଟଣା । ଏହି ଘଟଣା ଥମିନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଜାଲିଆତି ଘଟଣା । ବିଭିନ୍ନ ଶାଖାରେ ଲାଞ୍ଚ ନେଇ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏଥିପାଇଁ ବ୍ୟାଙ୍କ ସିଇଓଙ୍କୁ ଦାୟୀ କରିଛନ୍ତି । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖିଛନ୍ତି । ଶାସକ ଦଳର ବିଧାୟକଙ୍କ ଏଭଳି ଅଭିଯୋଗ ପରେ କେନ୍ଦ୍ର ସମବାୟ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.