ETV Bharat / state

ତୃତୀୟ ଦିନରେ ଖୋର୍ଦ୍ଧା ସହର ଲକଡାଉନ

author img

By

Published : Mar 24, 2020, 5:07 PM IST

ତୃତୀୟ ଦିନରେ ପହଞ୍ଚିଛି ଖୋର୍ଦ୍ଧା ସହର ଲକଡାଉନ । ପ୍ରଶାସନ ପକ୍ଷରୁ ଗାଡି ଚେକିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ....

khordha district lockdown
ଖୋର୍ଦ୍ଧା ସହର ଲକଡାଉନ

ଖୋର୍ଦ୍ଧା: କୋରୋନା ଭୂତାଣୁର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପର । ମଙ୍ଗଳବାର ଓଡିଶାର ସବୁ ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଖୋର୍ଦ୍ଧା ସହରର ଲକଡାଉନ ତୃତୀୟ ଦିନରେ ପହଞ୍ଚିଛି ।

ଖୋର୍ଦ୍ଧା ସହର ଲକଡାଉନ

ହେଲେ, ଲକଡାଉନର ଗାଇଡ ଲାଇନ ନ ମାନି କେତେକ ଗାଡି ଚାଳକ ସହରରେ ଗାଡି ଚଳାଇଥିଲେ । ପୋଲିସ ଗାଡି ଗୁଡିକୁ ଜବତ କରି ମାମଲା ରୁଜୁ କରିଛି । ତେବେ ପ୍ରଶାସନ ପକ୍ଷରୁ ଗାଡି ଚେକିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.