ETV Bharat / state

ଖୋର୍ଦ୍ଧା ପୌରାଞ୍ଚଳର 6ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ - କୋରୋନା ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା ନବୀନ ବାଗ ଅଞ୍ଚଳର ୱାର୍ଡ ନଂ 6 ରୁ ବୁଧବାର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ସେହି ଅଞ୍ଚଳକୁ ଓ ତାଙ୍କ ବାସସ୍ଥାନ ନିକଟବର୍ତ୍ତୀ ଅଞ୍ଚଳକୁ ଜିଲ୍ଲାପାଳ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

khordha-collector-decleared-containment-zone-after-detain-of-covid19-positive
ଖୋର୍ଦ୍ଧା ପୋୖରାଞ୍ଚଳର 6ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
author img

By

Published : Jun 10, 2020, 6:05 PM IST

ଖୋର୍ଦ୍ଧା: ପୌରାଞ୍ଚଳର 6ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଖୋର୍ଦ୍ଧା ନବୀନ ବାଗ ଅଞ୍ଚଳର ୱାର୍ଡ ନଂ 6 ରୁ ବୁଧବାର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ସେହି ଅଞ୍ଚଳକୁ ଓ ତାଙ୍କ ବାସସ୍ଥାନ ନିକଟବର୍ତ୍ତୀ ଅଞ୍ଚଳକୁ ଜିଲ୍ଲାପାଳ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖୋର୍ଦ୍ଧା ପୌରାଞ୍ଚଳର 6ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

କଣ୍ଟେନମେଣ୍ଟ ଜୋନ ଘୋଷଣା ହେବାପରେ ସପୃଂକ୍ତ ଅଞ୍ଚଳକୁ ଲୋକଙ୍କ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳକୁ ବ୍ୟାରିକେଡ କରି ବନ୍ଦ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାପାଇଁ ପୌର ଅଧିକାରୀଙ୍କୁ ଜିଲାପାଳ ଦାୟିତ୍ବ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.