ETV Bharat / state

ଅଫିସ୍‌ରେ ସରକାରୀ ବାବୁଙ୍କ ଦେଖା ମିଳୁନି, ଆନ୍ଦୋଳନକୁ ଓହ୍ଲାଇଲା ଖୋର୍ଦ୍ଧା ବିକାଶ ମଞ୍ଚ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ସରକାରୀ ମୁଖ୍ୟ ଅଧିକାରୀ ଅଫିସ୍‌ରେ ଉପସ୍ଥିତ ରହୁନାହାନ୍ତି । ଯାହାକୁ ନେଇ ଆନ୍ଦୋଳନ ଓ ପ୍ରତିବାଦ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Apr 4, 2022, 6:08 PM IST

ଜିଲ୍ଲା ମୁଖ୍ୟାଳୟରେ ସରକାରୀ ଅଧିକାରୀ ମାନେ ନରହିବା ପ୍ରତିବାଦରେ ଧାରଣା

ଖୋର୍ଦ୍ଧା: ବିଭିନ୍ନ ସମସ୍ୟା ନେଇ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ଲୋକେ । ହେଲେ ଦେଖିଲା ବେଳକୁ ସରକାରୀ ବାବୁଙ୍କ ଦେଖାମିଳୁନି । ଫଳରେ ନିରାଶ ହେଉଛନ୍ତି ଲୋକେ । ଏହାକୁ ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇଛି ଖୋର୍ଦ୍ଧା ବିକାଶ ମଞ୍ଚ । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ସମୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ସରକାରୀ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁନାହାନ୍ତି ।

ସେଥିପାଇଁ ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଖୋର୍ଦ୍ଧା ବିକାଶ ମଞ୍ଚ । ତୁରନ୍ତ ବିଭାଗୀୟ ମୁଖ୍ୟ ମାନେ ଜିଲ୍ଲା ମୁଖ୍ୟାଳୟରେ ନରହିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ମଞ୍ଚ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.