ଖୋର୍ଦ୍ଧା: ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ଏଭଳି ଏକ ଘଟଣା ଜଟଣୀ ଥାନା ଅଧିନସ୍ଥ କୁସମାଟିରେ ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତ୍ରୀରେ ଏଠାକାର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ହୁଣ୍ଡି ଓ ସାଉଣ୍ଡ ସିଷ୍ଟମ ଚୋରୀ ହୋଇଛି।
ଖବର ପାଇ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ