ETV Bharat / state

କେମିତି କିଣିବେ ସୁନା, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଇଛି ସୁନା ଦର । ଗ୍ରାହକଙ୍କ ଚିନ୍ତାକୁ ହ୍ରାସ କରିବାରେ ଏକ୍ସପର୍ଟ ଦେଇଛନ୍ତି କିଛି ଟିପ୍ସ ।

author img

By

Published : Aug 31, 2019, 1:41 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆକାଶଛୁଆଁ ହେବାରେ ଲାଗିଛି ସୁନାର ଦରଦାମ । ଏବେ ସୁନା ଗହଣାଟିଏ କିଣିବାକୁ ହେଲେ ହଜାର ଥର ଭାବିବାକୁ ପଡୁଛି କି କମ୍‌ ଖର୍ଚ୍ଚରେ କେମିତି ମିଳିବ ଲାଭ । ଗ୍ରାହକଙ୍କ ମନରେ ସୁନାର ବଢୁଥିବା ଦରକୁ ନେଇ ଯେଉଁ ସନ୍ଦେହ ରହିଛି ତାହାକୁ ଦୂର କରିଛନ୍ତି ଫାଇନାନ୍ସ ଏକ୍ସପର୍ଟ ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଦୋକାନରୁ ସୁନା କିଣିବା ବଦଳରେ ପେପର ବଣ୍ଡ, ଏକ୍ସଚେଞ୍ଜ ଫଣ୍ଡରେ ସୁନା କିଣିଲେ ବେଶି ଲାଭ ସହ ଠକାମୀର ଶିକାର ହେବେ ନାହିଁ ଗ୍ରାହକ । ବର୍ତ୍ତମାନ ରାଜ୍ୟରେ ସୁନା ଦର 40 ହଜାରକୁ ବୃଦ୍ଧି ପାଇଛି । ଚୀନ ଓ ଆମେରିକାର ଟ୍ରେଡ ୱାରକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଫାଇନାନ୍ସ ଏକ୍ସପର୍ଟ ମତ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

1925 ମସିହାରେ 10 ଗ୍ରାମ ସୁନା ଦର 18ଟଙ୍କା 75 ପଇସା ଥିବା ବେଳେ ବର୍ତ୍ତମାନ ଏହା 40 ହଜାର ଛୁଇଁଛି । 2014ରେ ସୁନା 28 ହଜାର, 2018ରେ 30 ହଜାର ଥିବା ବେଳେ 2019ରେ ଏହା 40 ହଜାରକୁ ବୃଦ୍ଧି ପାଇଛି । ଅନ୍ୟପଟେ ପେପର ବଣ୍ଡ, ଏକ୍ସଚେଞ୍ଜ ଫଣ୍ଡ ଆଦିରେ ସୁନା କିଣିଲେ ଠକାମୀରୁ ଗ୍ରାହକ ବଞ୍ଚିପାରିବେ ବୋଲି କହିଛନ୍ତି ଫାଇନାନ୍ସ ଏକ୍ସପର୍ଟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦେକାନ ରୁ ସୁନା ନ କିଣି ଗୋଲଡ଼ ପେବର ବଣ୍ଡ ଏସ୍କ ଚେଞ୍ଜ ଫଣ୍ଡ କିଣିଲେ ବେଶୀ ଲାଭ ସହ ଠକାମୀ ର ଶିକାର ହେବେ ନାହିଁ ଗ୍ରାହକ : ଫାଇନାନ୍ସ ଏସ୍କପର୍ଟ
ଦିନ କୁ ଦିନ ସୁନା ର ଦର ହୁ ହୁ ହୋଇ ବଢିଚାଲିଛି, ବର୍ତ୍ତମାନ ରାଜ୍ୟ ରେ ସୁନା ର ଦର 40 ହଜାର କୁ ବୃଦ୍ଧି ପାଇଛି। ଚିନ ଓ ଆମେରିକାର ଟ୍ରେଡ଼ ୱାର କୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଫାଇନାନ୍ସ ଏସ୍କପର୍ଟ ମତ ଦେଇଛନ୍ତି। 1925 ମସିହା ରେ 10 ଗ୍ରାମ ସୁନା ର ଦର 18 ଟଙ୍କା 75 ପଇସା ଥିବା ବେଳେ ବର୍ତ୍ତମାନ ଏହା 40 ହଜାର କୁ ଛୁଇଁଛି। 2014 ରେ ସୁନା 28 ହାଜର 2018 ରେ 30 ହଜାର ଥିବା ବେଳେ 2109 କୁ 40 ହଜାର କୁ ବୃଦ୍ଧି ପାଇଛି। ଅନ୍ୟ ପଟେ ପେବର ବଣ୍ଡ , ଏସ୍କ ଚେଞ୍ଜ ଫଣ୍ଡ ଆଦି ରେ ସୁନା କିଣିଲେ ଠକାମୀ ର ଶିକାର ଠାରୁ ମଧ୍ୟ ବଂଚି ପାରିବେ।

Body:ଦେକାନ ରୁ ସୁନା ନ କିଣି ଗୋଲଡ଼ ପେବର ବଣ୍ଡ ଏସ୍କ ଚେଞ୍ଜ ଫଣ୍ଡ କିଣିଲେ ବେଶୀ ଲାଭ ସହ ଠକାମୀ ର ଶିକାର ହେବେ ନାହିଁ ଗ୍ରାହକ : ଫାଇନାନ୍ସ ଏସ୍କପର୍ଟ
ଦିନ କୁ ଦିନ ସୁନା ର ଦର ହୁ ହୁ ହୋଇ ବଢିଚାଲିଛି, ବର୍ତ୍ତମାନ ରାଜ୍ୟ ରେ ସୁନା ର ଦର 40 ହଜାର କୁ ବୃଦ୍ଧି ପାଇଛି। ଚିନ ଓ ଆମେରିକାର ଟ୍ରେଡ଼ ୱାର କୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଫାଇନାନ୍ସ ଏସ୍କପର୍ଟ ମତ ଦେଇଛନ୍ତି। 1925 ମସିହା ରେ 10 ଗ୍ରାମ ସୁନା ର ଦର 18 ଟଙ୍କା 75 ପଇସା ଥିବା ବେଳେ ବର୍ତ୍ତମାନ ଏହା 40 ହଜାର କୁ ଛୁଇଁଛି। 2014 ରେ ସୁନା 28 ହାଜର 2018 ରେ 30 ହଜାର ଥିବା ବେଳେ 2109 କୁ 40 ହଜାର କୁ ବୃଦ୍ଧି ପାଇଛି। ଅନ୍ୟ ପଟେ ପେବର ବଣ୍ଡ , ଏସ୍କ ଚେଞ୍ଜ ଫଣ୍ଡ ଆଦି ରେ ସୁନା କିଣିଲେ ଠକାମୀ ର ଶିକାର ଠାରୁ ମଧ୍ୟ ବଂଚି ପାରିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.