ETV Bharat / state

ଖୋର୍ଦ୍ଧାରେ ହେଲମେଟ ଚେକିଂ କଡାକଡି: 30 ହଜାର ଫାଇନ ଆଦାୟ, 13 ଲାଇସେନ୍ସ ରଦ୍ଦ

author img

By

Published : Mar 31, 2021, 5:05 PM IST

ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପୋଲିସ ପକ୍ଷରୁ ହେଲମେଟ ଚେକିଂ ଜୋରଦାର । ଅମାନିଆଙ୍କୁ ଫାଇନ ଆଦାୟ ସହ ଲାଇସେନ୍ସ ରଦ୍ଦ କଲା ପୋଲିସ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ହେଲମେଟ ଚେକିଂ କଡାକଡି : ଆଦାୟ ହେଲା 30 ହାଜର ଫାଇନ,13 ଲାଇସେନ୍ସ ରଦ୍ଧ

ଖୋର୍ଦ୍ଧା: ବାଘମାରି ଥାନା ପୋଲିସ ପକ୍ଷରୁ ହେଲମେଟ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ କରାଯିବା ସହ ଅମାନିଆଙ୍କ ଠାରୁ ପୋଲିସ ଫାଇନ ଆଦାୟ କରୁଛି । 2 ଚକିଆ ଯାନ ଚଳାଇଲାବେଳେ ହେଲମେଟ ନପିନ୍ଧିବା ଦ୍ୱାରା ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଆଇନରେ ପରିବର୍ତ୍ତନ ଆଣିଛନ୍ତି ।

ସରକାର ଆଣିଥିବା ନୂଆ ଆଇନରେ 2 ଚକିଆ ଯାନ ଚାଳକ ଓ ବସିବା ଲୋକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାକୁ ,ନେଇ କିଛି ଲୋକ ସଚେତନ ନଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଜି ବାଘମାରି ପୋଲିସ ବିନା ହେଲମେଟରେ ଯାତ୍ରା କରୁଥିବା 24ଟି ଗାଡ଼ି ଚାଳକଙ୍କ ଠାରୁ 30 ହଜାର ଟଙ୍କା ଫାଇନ କାଟିବା ସହ 13 ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିଥିବା ସୂଚନା ମିଳିଛି । ତେବେ ଆଗକୁ ମଧ୍ୟ ଏହି ଚେକିଂ କଡାକଡି ଭାବେ ଜାରି ରହିବା ନେଇ ବାଘମାରି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.