ETV Bharat / state

ସବୁଜ ସୁନ୍ଦର ପୃଥିବୀ ପାଇଁ ରାଜନେତା-ସିନେ କଳାକାରଙ୍କ ପଦଯାତ୍ରା - ବିଶ୍ବ

ସବୁଜ ବିଶ୍ବ ପାଇଁ ସଚେତନ କାର୍ଯ୍ୟକ୍ରମ । ବୃକ୍ଷ ଲଗାଇଲେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ରାଜନେତା । ପରିବେଶ ସୁରକ୍ଷା ପାଇଁ କଲେ ପଦଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 11, 2019, 10:13 PM IST

ଖୋର୍ଦ୍ଧା: ବିଶ୍ବରେ ଅମ୍ଲଜାନର ହ୍ରାସ ଘଟୁଛି । ଯେଉଁ କାରଣରୁ ବିଭିନ୍ନ ସମୟରେ ଘଟିବାରେ ଲାଗିଛି ପ୍ରାକୃତିକ ବିପର୍ଯ୍ୟୟ । ଏ ସବୁକୁ ଦୃଷ୍ଟିରେ ରଖି ପରିବେଶକୁ ସବୁଜ ସୁନ୍ଦର ଏବଂ ପ୍ରଦୂଷଣ ମୂକ୍ତ କରିବା ପାଇଁ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ତତ୍ବାବଧାନତା ଓ ପ୍ରେରଣା ଅନୁଷ୍ଠାନ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଆୟୋଜିତ ହୋଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ସିନେକଳାକାର, ରାଜନେତା ଏବଂ ସାଧାରଣ ଜନତା । ସ୍ଥାନୀୟ ପାନ୍ଥନିବାସ ନିକଟରେ ବୃକ୍ଷରୋପଣ ପରେ ଆରମ୍ଭ ହୋଇଥିଲା ଏକ ଶୋଭାଯାତ୍ରା । ରାମେଶ୍ବର ଗାଁ ନିକଟ ମେଳନ ପଡିଆରେ ଆୟୋଜନ କରାଯାଇଥିଲା ସାଧାରଣ ସଭା ।

ବିଶ୍ବକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରିବା ଏବଂ ଅମ୍ଲଜାନ ପୂର୍ଣ୍ଣ କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀ ସଭିଁଙ୍କୁ ଅନୁରୋଧ କରିଥିଲେ । ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ସିନେତାରକା ସବ୍ୟସାଚୀ ମିଶ୍ର , ଅର୍ଚ୍ଚିତା ସାହୁ ଓ ପପୁପମ୍ ପମ୍ ପ୍ରମୁଖ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସବୁଜ ସୁନ୍ଦର ବିଶ୍ୱପାଇଁ ଗ୍ରୀନ ୱାକାଥନ

ଖୋର୍ଦ୍ଧା : ସାରା ବିଶ୍ୱରେ ଅମ୍ଲଜାନ ହ୍ରାସ ଦିନକୁଦିନ କମିବାରେ ଲାଗିଛି ଯାହାକୁ ନେଇ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଏ ସବୁକୁ ଦୃଷ୍ଟିରେ ରଖି ପରିବେଶକୁ ସବୁଜ ସୁନ୍ଦର ଏବଂ ପ୍ରଦୂର୍ଷଣ ମୂକ୍ତ କରିବା ପାଇଁ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ତତ୍ୱାବଧାନତା ଓ ପ୍ରେରଣା ଅନୁଷ୍ଠାନ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରେ ହଜାର ହଜାର ସଂଖ୍ୟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । Body:ଏହି ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ସିନେକଳାକାର,ରାଜନେତା ଏବଂ ସାଧାରଣ ଜନତା । ସ୍ଥାନୀୟ ପାନ୍ଥନିବାସ ନିକଟରୁ ବୃକ୍ଷରୋପଣକରି ଏକ ଶୋଭାଯାତ୍ରାରେ ରାମେଶ୍ବର ଗାଁ ନିକଟ ମେଳନ ପଡିଆରଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରିବା ଏବଂ ଅମ୍ଲଜାନ ପୂର୍ଣ୍ଣ କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । Conclusion:ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ସିନେତାରକା ସବ୍ୟସାଚୀ , ଅର୍ଚ୍ଚିତା ପପୁପମପମ ପ୍ରମୁଖ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.