ETV Bharat / state

କୋରୋନା ମାସ୍କ କିଣାରେ ହୋଇଛି ଦୁର୍ନୀତି: ସୁର - ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

ମହାମାରୀ କୋରୋନା ମୁକାବିଲା ପାଇଁ ସରକାର ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି କରିଛନ୍ତି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ।

govt-involved-in-scam-of-mask-and-ppe-kit-price-says-suresh-kumar-routray
କୋରୋନା ମାସ୍କ କିଣାରେ ହୋଇଛି ଦୁର୍ନୀତି : ସୁର
author img

By

Published : Jun 11, 2020, 10:31 PM IST

ଖୋର୍ଦ୍ଧା: କୋରୋନା ମାସ୍କ କିଣାରେ ହୋଇଛି ଦୁର୍ନୀତି । ମହାମାରୀ କୋରୋନା ମୁକାବିଲା ପାଇଁ ସରକାର ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି କରିଛନ୍ତି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ।

କୋରୋନା ମାସ୍କ କିଣାରେ ହୋଇଛି ଦୁର୍ନୀତି : ସୁର

କୋରୋନା ମହାମାରୀ ପାଇଁ ସାରା ମାନବ ସମାଜ ଭୟଭୀତ ଅବସ୍ଥାରେ ଥିବା ବେଳେ ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଚୁର ପରିମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର କୋରୋନା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି ସୁରେଶ କୁମାର ରାଉତରାୟ । ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୋରୋନା ମାସ୍କ ଓ ପିପିଇ କିଟ ଦୁର୍ନୀତିରେ ଲିପ୍ତ ଥିବା ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.