ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହୃଦୟଙ୍କ ଅର୍ଥ ଦାନ - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହୃଦୟଙ୍କ ସହାୟତାର ହାତ । ପେନସନ ଅର୍ଥରୁ ରିଲିଫ ପାଣ୍ଠିକୁ 20 ହଜାର ଦେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ନିରାକାର ମଲିକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହୃଦୟଙ୍କ ଟଙ୍କା ଦାନ

author img

By

Published : Apr 20, 2020, 2:26 PM IST

ଖୋର୍ଦ୍ଧା: କୋରୋନା ପାଇଁ ଦେଶ ତଥା ରାଜ୍ୟର ଆର୍ଥିକ ଅବସ୍ଥା ଉପରେ ବହୁଳ ପ୍ରଭାବ ପଡିଛି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରାଯାଇଛି । ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସହାୟତାର ହାତ ମଧ୍ୟ ବଢ଼ାଉଛନ୍ତି । ସେହିପରି ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାରଙ୍କ ମାଧ୍ୟମରେ ନିରାକାର ମଲିକ ନିଜ ପେନସନ ଅର୍ଥରୁ କୋଡିଏ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ସେହିପରି ବେଗୁନିଆ ବ୍ଲକର ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ମହିଳା ମହାସଙ୍ଘ ପକ୍ଷରୁ ବେଗୁନିଆ ବିଡ଼ିଓଙ୍କ ମାଧ୍ୟମରେ ପଚାଶ ହଜାର 4 ଶହ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.