ETV Bharat / state

ଜରାଶ୍ରମରେ ଅନ୍ତେବାସୀଙ୍କୁ ଯୁବ ବର୍ଗଙ୍କ ଖାଦ୍ୟ ବଣ୍ଟନ - Educated youth association

ଶ୍ରୀ କ୍ରିଷ୍ଣା ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ କୋରୋନା ମହାମାରୀ ସମୟରେ ବାଣପୁର ଜରାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ସମାଜସେବା ପାଇଁ ଶିକ୍ଷିତ ଯୁବ ବର୍ଗ ଗଠନ କଲେ ସଙ୍ଗଠନ: ଜରାଶ୍ରମରେ ବାଣ୍ଟିଲେ ଖାଦ୍ୟ

author img

By

Published : Jun 2, 2021, 9:40 PM IST

ଖୋର୍ଦ୍ଧା: ମାନବ ସେବା ହିଁ ମାଧବ ସେବା l ଏହାକୁ ଲକ୍ଷ୍ୟ କରି ଏକାଠି ହୋଇଛନ୍ତି ଶିକ୍ଷିତ ଯୁବବର୍ଗ l ନିଜ ପକେଟ ଖର୍ଚ୍ଚରେ ଆଜୀବନ ସେବା କରିବା ପାଇଁ ପ୍ରତିଜ୍ଞା ନେଇଛନ୍ତି l ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବାଇପାସ ଛକରେ ଏହି ଶିକ୍ଷିତ ଯୁବକମାନେ "ଶ୍ରୀରାମ ଶ୍ରୀ କ୍ରିଷ୍ଣା ଚାରି ଟେବୁଲ ଟ୍ରଷ୍ଟ " ନାମରେ ଏକ ସଙ୍ଗଠନ କରି ଲୋକଙ୍କୁ ସେବା ପ୍ରଦାନ କରିବା ଆରମ୍ଭ କରିଛନ୍ତି l କୋରୋନା ଭଳି ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ସମାଜ ସେବା ପାଇଁ ଆଗେଇ ଆସିଛନ୍ତି l

ସମାଜସେବା ପାଇଁ ଶିକ୍ଷିତ ଯୁବ ବର୍ଗ ଗଠନ କଲେ ସଙ୍ଗଠନ: ଜରାଶ୍ରମରେ ବାଣ୍ଟିଲେ ଖାଦ୍ୟ
ସମାଜସେବା ପାଇଁ ଶିକ୍ଷିତ ଯୁବ ବର୍ଗ ଗଠନ କଲେ ସଙ୍ଗଠନ: ଜରାଶ୍ରମରେ ବାଣ୍ଟିଲେ ଖାଦ୍ୟ
ସମାଜସେବା ପାଇଁ ଶିକ୍ଷିତ ଯୁବ ବର୍ଗ ଗଠନ କଲେ ସଙ୍ଗଠନ: ଜରାଶ୍ରମରେ ବାଣ୍ଟିଲେ ଖାଦ୍ୟ
ସମାଜସେବା ପାଇଁ ଶିକ୍ଷିତ ଯୁବ ବର୍ଗ ଗଠନ କଲେ ସଙ୍ଗଠନ: ଜରାଶ୍ରମରେ ବାଣ୍ଟିଲେ ଖାଦ୍ୟ

ଏଥିରେ ବିଶିଷ୍ଟ ସମାଜସେବୀ ତଥା "ଜନ ଆମ୍ବୁଲାନ୍ସ" ସଂଗଠନର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଏବଂ ସମ୍ମାନିତ ଅତିଥି ଜରାଶ୍ରମର ସମ୍ପାଦକ ନାରାୟଣ ସାହୁଙ୍କ ଉପସ୍ଥିତିରେ ବାଣପୁର ଜେଲ ଛକ ଠାରେ ଥିବା ଜରାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି l

ଟ୍ରଷ୍ଟର ସଭାପତି କାର୍ତିକେଶ୍ୱର ସେନାପତି ଓ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ସମାଜସେବା ଏବଂ ମାନବ ସେବା କରି ସଂସ୍ଥାକୁ ଆଗେଇ ନେବା ପାଇଁ ଦୃଢ଼ ମନୋବଳ ବାନ୍ଧିଛନ୍ତି ଏବଂ ସଂସ୍ଥାର ସକ୍ରିୟ ସଦସ୍ୟ ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି, ସନ୍ତୋଷ ସେନାପତି, ଚନ୍ଦନ ବେହେରା, ଗଣେଶ ସ୍ୱାଇଁ ,ସିପୁନ ମହାପାତ୍ର , ରାଜେଶ ଜେନା , ସନ୍ତୋଷ ବିଶ୍ବାଳଙ୍କ ସହଯୋଗ ରେ ବାଣପୁର ଜରାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି l

ସବୁବେଳେ ଏମିତି ସମାଜସେବା ମୂଳକ କାର୍ଯ୍ୟ କରିବାକୁ ଯୁବକମାନେ ପଣ କରିଛନ୍ତି l ଶିକ୍ଷିତ ଯୁବ ବର୍ଗଙ୍କ ଏଭଳି କାର୍ଯ୍ୟକୁ ଅନ୍ତେବାସୀ ପ୍ରଶଂସା କରିଛନ୍ତି l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.