ETV Bharat / state

ଘରୋଇ କମ୍ପାନୀରୁ ଚୋରି ଅଭିଯୋଗ, 5 ଡକାୟତ ଗିରଫ

author img

By

Published : Nov 7, 2019, 3:14 AM IST

ଖୋର୍ଦ୍ଧାର ଏକ ଘରୋଇ କମ୍ପାନୀରୁ ଚୋରି ଅଭିଯୋଗରେ 5 ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ପୋଲିସ ।

ଘରୋଇ କମ୍ପାନୀରୁ ଚୋରି ଅଭିଯୋଗରେ 5 ଡକାୟତ ଗିରଫ

ଖୋର୍ଦ୍ଧା: ଘରୋଇ କମ୍ପାନୀରୁ ଚୋରି ଅଭିଯୋଗରେ 5 ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ପୋଲିସ । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ସ୍ଥିତ ଏକ ଘରୋଇ କମ୍ପାନୀରେ ପଶି ଏହି ଡକାୟତମାନେ ବିଦ୍ୟୁତ୍‌ ଆଲୁମିନିୟମ ତାର, 6ଟି ଡ୍ରମ ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦକା ଥାନା ଛତାବର ଗାଁର ସନ୍ତୋଷ ବେହେରା, ହରିପୁର ଗାଁର ଶେଖ ରାଜା, ବାଲିପାଟଣା ଥାନା ଅଞ୍ଚଳର ସଦାଶିବ ମଲିକ, ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର ଗଣେଶ ଦାସ ଏବଂ କୋଦଳା ଥାନା ଅଞ୍ଚଳର ଦିପୁ ପ୍ରଧାନ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜଟଣୀ ପୋଲିସ ଦ୍ୱାରା 5 ଡକାୟତ ଗିରଫ

Body:ଖୋର୍ଦ୍ଧା : ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ସ୍ଥିତ ଏକ ଘରୋଇ କମ୍ପାନୀରେ ପଶି ବିଦ୍ୟୁତ ଆଲୁମିନିୟମ ତାର , ଛଟି ଡ୍ରମ ଏବଂ ବିଭିନ୍ନ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ପାଞ୍ଚ ଅପରାଧି ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦକା ଥାନା ଛତାବର ଗାଁର ସନ୍ତୋଷ ବେହେରା,ହରିପୁର ଗାଁର ଶେଖ ରାଜା,ବାଲିପାଟଣା ଥାନା ଅଂଚଳର ସଦାଶିବ ମଲିକ,ଗଂଜାମ ଜିଲ୍ଲା ପୋଲସରା ଥାନା ଅଂଚଳର ଗଣେଶ ଦାସ ଏବଂ କୋଦଳା ଥାନା ଅଂଚଳର ଦିପୁ ପ୍ରଧାନ । ଏମାନଙ୍କୁ ଗିରଫ କରି ପୋଲିସ ଆଜି କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.