ETV Bharat / state

ଡଙ୍ଗାରୁ ଖସି ଧୀବରଙ୍କ ମୃତ୍ୟୁ - ଚିଲିକା ବ୍ଲକର ସାନନଈରୀ ଗ୍ରାମରେ

ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାରୁ ଖସି ଧୀବରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚିଲିକା ବ୍ଲକର ସାନନଈରୀ ଗ୍ରାମରେ । ଅଧିକ ପଢନ୍ତୁ...

Fisherman dies after falling from a boat
ଡଙ୍ଗାରୁ ଖସି ଧୀବରଙ୍କ ମୃତ୍ୟୁ
author img

By

Published : May 3, 2020, 8:46 PM IST

ଖୋର୍ଦ୍ଧା: ଜିଲ୍ଲା ଚିଲିକା ବ୍ଲକରେ ଅଭାବନୀୟ ଘଟଣା । ଡଙ୍ଗାରୁ ଖସି ଧୀବରଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଚିଲିକା ବ୍ଲକର ସାନନଈରୀ ଗ୍ରାମର ଗୁରୁବାରୀ ବେହେରା । ଚିଲିକାରେ ମାଛ ଧରୁଥିବା ସମୟରେ ହଠାତ ଡ଼ଙ୍ଗାରୁ ପାଣିକୁ ଖସିପଡିଥିଲେ ।

ଡଙ୍ଗାରୁ ଖସି ଧୀବରଙ୍କ ମୃତ୍ୟୁ

ପାଖରେ ଥିବା ତାଙ୍କ ଦୁଇ ପୁଅ ତୁରନ୍ତ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ନେଇ ଆସିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.