ETV Bharat / state

ଅମାନିଆଙ୍କୁ ଜୋରିମାନା, ୭୭୦୦ ଟଙ୍କା ଆଦାୟ କଲେ ବେଗୁନିଆ ତହସିଲଦାର - Covid 19

କୋରୋନା କଟକଣା ଭାଙ୍ଗି ବାହାରେ ବୁଲୁଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କଲେ ତହସିଲଦାର । ଅଧିକ ପଢନ୍ତୁ...

ଅମାନିଆଙ୍କୁ ଜରିମାନା: ୭୭୦୦ ଟଙ୍କା ଜରିମାନା ଆଦାୟ କଲେ ବେଗୁନିଆ ତହସିଲଦାର

author img

By

Published : Jun 6, 2021, 5:16 PM IST

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ କୋରୋନା କଟକଣା ପାଳନକୁ ନେଇ ବେଗୁନିଆ ତହସିଲଦାରଙ୍କ ପକ୍ଷରୁ ବେଗୁନିଆ ଓ ବାଘମାରୀ ଅଞ୍ଚଳରେ ଚଢାଉ କରାଯାଇଛି । ସଟଡାଉନ କଟକଣାକୁ ମାନୁନଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ବେଗୁନିଆ ତହସିଲଦାର ।

ଅମାନିଆଙ୍କୁ ଜରିମାନା: ୭୭୦୦ ଟଙ୍କା ଜରିମାନା ଆଦାୟ କଲେ ବେଗୁନିଆ ତହସିଲଦାର
ଅମାନିଆଙ୍କୁ ଜରିମାନା: ୭୭୦୦ ଟଙ୍କା ଜରିମାନା ଆଦାୟ କଲେ ବେଗୁନିଆ ତହସିଲଦାର

ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ସାରା ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ଏହି କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ନିବେଦନ କରୁଥିଲେ ମଧ୍ୟ କିଛି ଅମାନିଆ ବିନା କାରଣରେ ରାସ୍ତାରେ ଯାତାୟତ କରୁଥିବା ବେଳେ ସେମାନଙ୍କ ଠାରୁ ୭୭୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

ସେହିପରି ସମସ୍ତ ଦୋକାନୀ ମାଲିକଙ୍କ ସହ କର୍ମଚାରୀ କିପରି ବାଧ୍ୟତାମୂଳକ ମାକ୍ସ ପରିଧାନ କରି ସମାଜିକ ଦୂରତା ବଜାୟ ରଖିବା ଉପରେ ବେଗୁନିଆ ତହସିଲଦାର ପରାମର୍ଶ ଦେଇଛନ୍ତି । ଆଗକୁ ଏହି କୋଭିଡ କଟକଣାକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ବେଗୁନିଆ ତହସିଲଦାର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.