ETV Bharat / state

ଖୋଲା ଆକାଶ ତଳେ ପଡିଛି ଧାନ, ମିଲରଙ୍କ ନାହିଁ ଦେଖା

ଅଦିନିଆ ବର୍ଷା ଆଶଙ୍କା। ଚାଷୀର ବର୍ଷକର ଫସଲ ପଡି ରହିଛି ଆକାଶ ତଳେ। ମିଲର ଧାନ ଉଠାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।

author img

By

Published : Jan 11, 2020, 12:00 AM IST

farmer
farmer

ଖୋର୍ଦ୍ଧା: ଆକାଶରେ ଅଦିନିଆ ବର୍ଷା ଏବଂ ଚାଷୀର ବର୍ଷକର ଫସଲ ସେଇ ଆକାଶ ତଳେ। ଏପରି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ସେବା ସମବାୟ ସମିତିରେ। ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଚାଷୀ ପୂର୍ବରୁ ଟୋକନ ଆଣି ଧାନ ମଣ୍ଡିରେ ରଖିଛି। ହେଲେ ଖୋଲା ଆକାଶ ତଳେ ଧାନ ପଡିରହିଥିଲେ ମଧ୍ୟ ମିଲର ଧାନ ଉଠାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଖୋଲା ଆକାଶ ତଳେ ପଡିଛି ଧାନ, ମିଲର ନାହିଁ ଦେଖା

ସେହିପରି ବର୍ଷା ହେବ ବୋଲି ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଚିନ୍ତାରେ ପକାଇଛି ଚାଷୀକୁ। ସେପଟେ ଏସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋଲା ଆକାଶ ତଳେ ପଡିଛି ଧାନ ଆସୁନି ମିଲର

Body:ଖୋର୍ଦ୍ଧା : ଆକାଶରେ ଅଦିନିଆ ବର୍ଷା ଏବଂ ଚାଷୀର ବର୍ଷକର ଫସଲ ସେଇ ଆକାଶ ତଳେ । ଏପରି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଘମାରି ସେବା ସମବାୟ ସମିତିରେ । ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଚାଷୀ ପୂର୍ବରୁ ଟୋକନ ଆଣି ଧାନ ମଣ୍ଡିରେ ରଖିଛି । ହେଲେ ଖୋଲା ଆକାଶ ତଳେ ଧାନ ପଡିରହିଥିଲେ ମଧ୍ୟ ମିଲର ଧାନ ଉଠାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ବର୍ଷା ହେବ ବୋଲି ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଚିନ୍ତାରେ ପକାଇଛି ଚାଷୀକୁ । ସେପଟେ ଏସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

Conclusion:ବାଇଟ1- ନୀଳାଦ୍ରି ବିହାରୀ କୁଣ୍ଡୁ,ଚାଷୀ
2- ପ୍ରଦୀପ କୁମାର ମହାନ୍ତି ,ଚାଷୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.