ETV Bharat / state

ମଣ୍ଡି ନ ଖୋଲିଲେ ହେବ ରାସ୍ତା ଅବରୋଧ: ଖୋର୍ଦ୍ଧା ଚାଷୀ

author img

By

Published : Jan 15, 2022, 7:52 PM IST

ଅମଳ ହୋଇଥିବା ଧାନ ପାଇଁ ଚିନ୍ତାରେ ଚାଷୀ । ବିକ୍ରି ପାଇଁ ଖୋଲିନି ମଣ୍ତି । ଅଧିକ ପଢନ୍ତୁ

ମଣ୍ଡି ନ ଖୋଲିଲେ ହେବ ରାସ୍ତା ଅବରୋଧ : ଚାଷୀ
ମଣ୍ଡି ନ ଖୋଲିଲେ ହେବ ରାସ୍ତା ଅବରୋଧ : ଚାଷୀ

ଖୋର୍ଦ୍ଧା : ସମସ୍ୟା ଯେମିତି ଚାଷୀର ପିଛା ଛାଡୁନି । ଗୋଟିଏ ପରେ ଗୋଟିଏ ଦୁର୍ବିପାକ ଦାଉରୁ ଫସଲକୁ ସୁରକ୍ଷିତ କରି ରଖିବା ପରେ ଏବେ ବିକ୍ରି ପାଇଁ ଚିନ୍ତାରେ ଚାଷୀ । ମଣ୍ଡିରେ ସରକାରୀ ଦରରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରି ଟୋକନ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନି ।

ମଣ୍ଡି ନ ଖୋଲିଲେ ହେବ ରାସ୍ତା ଅବରୋଧ : ଚାଷୀ

ଧାନ ମଣ୍ଡି ଖୁବଶୀଘ୍ର ଖୋଲିବା ପାଇଁ ଖୋର୍ଦ୍ଧା ବେଲପଡା ସେବା ସମବାୟ ସମିତିର ଚାଷୀ ଦାବି କରିଛନ୍ତି । ଏନେଇ ସମସ୍ତ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିବାବେଳେ ତୁରନ୍ତ ମଣ୍ଡି ନ ଖୋଲିଲେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମଣ୍ଡି ତୁରନ୍ତ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.