ETV Bharat / state

ବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ

author img

By

Published : Jun 8, 2022, 6:50 PM IST

ଜଙ୍ଗଲୀ ଦନ୍ତା ହାତୀ ଏବେ ଜନବସତି ମୁହାଁ । ଧୀରେଧୀରେ ଜଙ୍ଗଲ କ୍ଷୟ, ଖାଦ୍ୟ ଅଭାବ ଦେଖାଦେଉଥିବା ଫଳରେ ହାତୀମାନେ ଗାଁମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

vବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ
ବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ

ଖୋର୍ଦ୍ଧା : ଜଙ୍ଗଲୀ ଦନ୍ତା ହାତୀ ଏବେ ଜନବସତି ମୁହାଁ, ଧୀରେ ଧୀରେ ଜଙ୍ଗଲ କ୍ଷୟ ,ଖାଦ୍ୟ ଅଭାବ ଦେଖାଦେଉଥିବା ଫଳରେ ହାତୀ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଅନେକ ସ୍ଥାନରେ ହାତୀମନେ ବିଚାରଣ କରୁଛନ୍ତି । ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ଆଉ ସହର ମୁହାଁ ହେଉଛନ୍ତି ।

ବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ

ସେହିପରି ଆଜି ବାଘମାରୀ-ବେଗୁନିଆ ରାସ୍ତା ନିକଟବର୍ତ୍ତୀ ଅଞ୍ଚଳରେ ଏକ ଜଙ୍ଗଲୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ସନ୍ଧାନରେ ବେଗୁନିଆ ନିକଟ ନାଳ ପାଖ ଜମିରେ ବୁଲୁଥିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଖବର ଦେବାପରେ ବନ ବିଭାଗ ପହଁଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ ଦନ୍ତାକୁ ଘଉଡାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.