ETV Bharat / state

ଦନ୍ତା ହାତୀ ମୃତ, କାରଣ ଅସ୍ପଷ୍ଟ - ଖୋର୍ଦ୍ଧାରେ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ରାମେଶ୍ବର ଛକ ନିକଟ ମନ୍ଦାକିନୀ ନଦୀ କୂଳରୁ ଉଦ୍ଧାର ହୋଇଛି ଦନ୍ତା ହାତୀର ମୃତଦେହ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Nov 22, 2019, 9:35 AM IST

ଖୋର୍ଦ୍ଧା: ଦନ୍ତା ହାତୀର ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ରାମେଶ୍ବର ଛକ ନିକଟ ମନ୍ଦାକିନୀ ନଦୀ କୂଳରେ ଶୁକ୍ରବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ଗତ ଗୁରୁବାର ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଖୋର୍ଦ୍ଧା ବନବିଭାଗ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦନ୍ତା ହାତୀ ମୃତ : କାରଣ ଅସ୍ପଷ୍ଟ

Body:ଖୋର୍ଦ୍ଧା : ଟାଙ୍ଗି ବନାଞ୍ଚଳ ଅଧୀନରେ ଥିବା ରାମେଶ୍ୱର ଛକ ନିକଟ ମନ୍ଦାକିନୀ ନଦୀ କୂଳରେ ଏକ ଦନ୍ତା ହାତୀର ମୃତଦେହ ମିଳିଛି । ଗତକାଲି ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଖୋର୍ଦ୍ଧା ବନବିଭାଗ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.