ETV Bharat / state

ଗୀତ ଗାଇ ଚର୍ଚ୍ଚାରେ ଗଣଶିକ୍ଷା ସଚିବ

author img

By

Published : Nov 14, 2020, 10:59 PM IST

ମୋ ସ୍କୁଲ ଅଭିଯାନର ଆନ୍ଥେମ ଗୀତ ଗାଇ ଚର୍ଚ୍ଚାରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।

ଗୀତ ଗାଇ ଚର୍ଚ୍ଚାରେ ଗଣଶିକ୍ଷା ସଚିବ
ଗୀତ ଗାଇ ଚର୍ଚ୍ଚାରେ ଗଣଶିକ୍ଷା ସଚିବ

ଭୁବନେଶ୍ବର: ଚର୍ଚ୍ଚାରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ମୋ ସ୍କୁଲ ଅଭିଯାନର ଆନ୍ଥେମ ଗୀତ ଗାଇ ସମସ୍ତଙ୍କ ନଜରକୁ ଆସିଛନ୍ତି ଏହି ବରିଷ୍ଠ ଆଇଏଏସ। ମୋ ସ୍କୁଲ ଅଭିଯାନ ରାଜ୍ୟ ସରକାରଙ୍କ ଏକ ସଫଳ ପ୍ରୟାସ। ଏହି ବ୍ୟବସ୍ଥାରେ 1610 ସ୍କୁଲ ସାମିଲ ହୋଇଛନ୍ତି।

ଗୀତ ଗାଇ ଚର୍ଚ୍ଚାରେ ଗଣଶିକ୍ଷା ସଚିବ

25 ଜିଲ୍ଲାର ଏହି ସ୍କୁଲରୁ 7 କୋଟି 40 ଲକ୍ଷ 70 ହଜାର ଟଙ୍କାର ପାଣ୍ଠି ଗଠନ କରାଯାଇଛି। ସ୍କୁଲର ବିକାଶ ପାଇଁ ଏହି ଅର୍ଥ ବିନିଯୋଗ ହେବ। ମାର୍ଚ୍ଚ 2021 ସୁଦ୍ଧା 5 ଲକ୍ଷ ଛାତ୍ରଛାତ୍ରୀ ଙ୍କୁ ଯୋଡିବାକୁ ଉଦ୍ୟମ କରୁଛି ବିଭାଗ।

ଭୁବନେଶ୍ବରରୁ ଜନଦର୍ଶୀ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.