ETV Bharat / state

ବାଲିଅନ୍ତାରୁ ମୃତ ହରିଣକୁ ଜବତ କଲା ବନ ବିଭାଗ - ହରିଣ ମୃତ୍ୟୁ ଖବର

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବଇଁଚୁଆ ଉଚ୍ଚ ବିଦ୍ୟାଳୟ ନିକଟରେ ମୃତ ହରିଣ ଉଦ୍ଧାର । ହରିଣ ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ବାଲିଅନ୍ତାରୁ ମୃତ ହରିଣକୁ ଜବତ କଲା ବନ ବିଭାଗ
ବାଲିଅନ୍ତାରୁ ମୃତ ହରିଣକୁ ଜବତ କଲା ବନ ବିଭାଗ
author img

By

Published : Feb 17, 2022, 9:45 PM IST

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବଇଁଚୁଆ ଉଚ୍ଚ ବିଦ୍ୟାଳୟ ନିକଟରେ ମୃତ ହରିଣ ଉଦ୍ଧାର । ହରିଣ ମୃତ୍ୟୁର କାରଣ ଅସ୍ପଷ୍ଟ । ଗ୍ରାମବାସୀ ଦେଖି ପୋଲିସ ଓ ବନ ବିଭାଗକୁ ଜଣେଇବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ବନବିଭାଗ ପହଞ୍ଚି ମୃତ ହରିଣକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବାଲିଅନ୍ତାରୁ ମୃତ ହରିଣକୁ ଜବତ କଲା ବନ ବିଭାଗ

ତେବେ ହରିଣଟି କେଉଁଠୁ ଆସିଲା ଏବଂ କିପରି ମୃତ୍ୟୁ ହେଲା ଏ ନେଇ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବାଳକାଟି ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଜି ବାଲିଅନ୍ତା ବ୍ଲକର ବଇଁଚୁଆ ଉଚ୍ଚ ବିଦ୍ୟାଳୟ ନିକଟରେ ଏହି ମୃତ ହରିଣ ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ତେବେ ଏହି ହରିଣ କେଉଁଠୁ ଆସିଲା କିପରି ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.