ETV Bharat / state

ଆଇଆଇଟି କ୍ୟାମ୍ପସରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - 54ତମ ଆଇଆଇଟି ଆନ୍ତଃ କ୍ରୀଡା ସମ୍ମିଳନୀ ଉଦଘାଟିତ

ଆଇଆଇଟି କ୍ୟାମ୍ପସରେ 54ତମ ଆନ୍ତଃକ୍ରୀଡା ସମ୍ମିଳନୀ ଉଦଘାଟିତ । 23ଟି ଆଇଆଇଟି କ୍ୟାମ୍ପସରୁ ପ୍ରାୟ 800 ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

international sports meet at bbsr IIT campus
ଆନ୍ତଃ କ୍ରୀଡା ସମ୍ମିଳନୀ ଉଦଘାଟିତ
author img

By

Published : Dec 15, 2019, 10:59 PM IST

ଖୋର୍ଦ୍ଧା : ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ 54ତମ ଆନ୍ତଃକ୍ରୀଡା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ସମ୍ମିଳନୀରେ ଦେଶର 23ଟି ଆଇଆଇଟି କ୍ୟାମ୍ପସରୁ ପ୍ରାୟ 800 ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ଆନ୍ତଃ କ୍ରୀଡା ସମ୍ମିଳନୀ ଉଦଘାଟିତ

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଦୌଡ଼ ରାଣୀ ଦୂତିଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଆର. ଭି ରାଜା କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ପ୍ୟାରେଡ଼ କରିଥିଲେ । ଏହି କ୍ରୀଡା ସମ୍ମିଳନୀ ଆସନ୍ତା 8 ଦିନ ବ୍ୟାପି ଅନୁଷ୍ଠିତ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭୁବନେଶ୍ୱର ଆଇଆଇଟିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Body:ଖୋର୍ଦ୍ଧା : ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ 54ତମ ଆନ୍ତଃ କ୍ରୀଡା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ସମ୍ମିଳନୀରେ ଦେଶର 23ଟି ଆଇଆଇଟି କ୍ୟାମ୍ପସରୁ ପ୍ରାୟ 800 ଛାତ୍ର ଛାତ୍ରୀ ଯୋଗଦେଇଛନ୍ତି । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଦୌଡ଼ ରାଣୀ ଦୁତିଚାନ୍ଦ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର ନିର୍ଦେଶକ ଆର ଭି ରାଜା କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଚିତାକର୍ଷକ ପ୍ୟାରେଡ଼ କରିଥିଲେ । ଏହି କ୍ରୀଡା ସମ୍ମିଳନୀ ଆସନ୍ତା ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.