ETV Bharat / state

Cyclone Sitrang: ସମ୍ଭାବ୍ୟ ବାତ୍ୟା ନେଇ ଜରୁରୀକାଳୀନ ବୈଠକ

ସମ୍ଭାବ୍ୟ ବାତ୍ୟା (Cyclone Sitrang) ର ଆଗମନ ଓ ରାଜ୍ୟରେ ଏହାର ପ୍ରଭାବକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ପ୍ରଭାବରେ କୌଣସି ସ୍ଥାନରେ ଧନଜୀବନ ହାନି ଯେପରି ନ ହୁଏ ସେଥି ପାଇଁ ବ୍ୟାପକ ପ୍ରାକ ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

author img

By

Published : Oct 21, 2022, 9:08 PM IST

Cyclone Sitrang: ସମ୍ଭାବ୍ୟ ବାତ୍ୟା ନେଇ ଜରୁରୀକାଳୀନ ବୈଠକ
Cyclone Sitrang: ସମ୍ଭାବ୍ୟ ବାତ୍ୟା ନେଇ ଜରୁରୀକାଳୀନ ବୈଠକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା (Cyclone Sitrang) ର ଆଗମନ ଓ ରାଜ୍ୟରେ ଏହାର ପ୍ରଭାବକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ପ୍ରଭାବରେ କୌଣସି ସ୍ଥାନରେ ଧନଜୀବନ ହାନି ଯେପରି ନ ହୁଏ ସେଥି ପାଇଁ ବ୍ୟାପକ ପ୍ରାକ ପଦକ୍ଷେପ ନିଆଯାଇଛି । ଏହା ସହିତ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଆଜି NDRF, ODRAF, ଅଗ୍ନିଶମ ସେବା, ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ସଂସ୍ଥାନ ଓ ବିଭିନ୍ନ ଜିଲ୍ଲା ପ୍ରଶାସନ ସହିତ ଜରୁରୀକାଳୀନ ବୈଠକ ଆହୂତ କରିଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ସମସ୍ତ ବିଭାଗକୁ ସତର୍କ ରହିବା ସହିତ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି ।

କୌଣସି ସ୍ଥାନରେ କୌଣସି ଅଘଟଣ ଯେପରି ନ ଘଟେ ସେ ନେଇ ଉନ୍ନୟନ କମିଶନର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.