ETV Bharat / state

ଖୋର୍ଦ୍ଧା: କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି

ଆରମ୍ଭ ହୋଇଛି ଭୋଟ ଗଣତି । ରାଜ୍ୟରେ କାହାକୁ ମିଳିବ ବହୁମତ, କିଏ ଗଢିବ ସରକାର ସେନେଇ ଭୋଟରଙ୍କ ମନରେ ନାହିଁନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଖୋର୍ଦ୍ଧାରେ ନୂତନ ଭାବେ ନିର୍ମାଣ ହୋଇଥିବା ଇଭିଏମ ଗୃହରେ ଚାଲିଛି ଭୋଟ ଗଣତି ।

author img

By

Published : May 23, 2019, 11:44 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଆରମ୍ଭ ହୋଇଛି ଭୋଟ ଗଣତି । ନେତା ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ବେଳେ ଭୟ ମଧ୍ୟ ଦେଖିବାକୁ ମିଳିଛି । ତେବେ କିଛି ଘଣ୍ଟା ମଧ୍ୟରେ ଫଇସଲା ରାଜ୍ୟବାସୀଙ୍କ ସାମ୍ନାକୁ ଆସିବ । ରାଜ୍ୟରେ କାହାକୁ ମିଳିଛି ବହୁମତ, କିଏ ଗଢିବ ସରକାର ସେନେଇ ଭୋଟରଙ୍କ ମନରେ ନାହିଁନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ନୂତନ ଭାବେ ନିର୍ମାଣ ହୋଇଥିବା ଇଭିଏମ ଗୃହରେ ଚାଲିଛି ଭୋଟ ଗଣତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା, ବେଗୁନିଆ, ଚିଲିକା ନିର୍ବାଚନ ମଣ୍ଡଳୀରେ ଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଭୋଟ ଗଣତି ଶାନ୍ତି ଶୃଙ୍ଖଳାରେ ଚାଲିଥିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.