ETV Bharat / state

ଖୋର୍ଦ୍ଧା ପୌରାଞ୍ଚଳର ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୁଧବାର ଖୋର୍ଦ୍ଧା ପୌରପରିଷଦର ୱାର୍ଡ ନଂ 7, ଗୋପିନାଥ ସାହି ୱାର୍ଡ ନଂ 20 ଓ ତଳସାହି ୱାର୍ଡ ନଂ 15ର ପୁରୁଣା ଧର୍ମଶାଳା ଅଞ୍ଚଳରୁ ମୋଟ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧା ପୌରାଞ୍ଚଳର ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jul 8, 2020, 10:15 PM IST

ଖୋର୍ଦ୍ଧା: ରାଜ୍ୟରେ କାୟା ମେଲାଉଛି କୋରୋନା । ଖୋର୍ଦ୍ଧାରେ ମଧ୍ୟ ଏହାର ପ୍ରଭାବ ବେଶ ବଢିଚାଲିଛି । ଦିନକୁ ଦିନ ଏହି ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବୁଧବାର ଖୋର୍ଦ୍ଧା ପୌର ପରିଷଦର ୱାର୍ଡ ନଂ 7, ଗୋପିନାଥ ସାହି ୱାର୍ଡ ନଂ 20 ଓ ତଳସାହି ୱାର୍ଡ ନଂ 15ର ପୁରୁଣା ଧର୍ମଶାଳା ଅଞ୍ଚଳରୁ ମୋଟ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ଆଜି ସନ୍ଧ୍ୟା 7 ଟାରୁ 11 ତାରିଖ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖୋର୍ଦ୍ଧା ପୌରାଞ୍ଚଳର ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଖୋର୍ଦ୍ଧା ପୌରାଞ୍ଚଳର ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବାହାର ଲୋକ ଭିତରକୁ କି କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ଲୋକେ ବାହାରକୁ ଯିବାରେ କଟକଣା ଲଗାଇଛନ୍ତି ଜିଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.