ETV Bharat / state

ମଇଁଷି ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ - khurda

ବେଗୁନିଆରୁ ଆନ୍ଧ୍ରପ୍ରଦେଶକୁ ଚୋରା ମଇଁଷି ଚାଲାଣ ବେଧଡକ ଭାବରେ ଚାଲିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି ।

ମଇଁଷି ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ
ମଇଁଷି ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ
author img

By

Published : Sep 7, 2020, 7:40 PM IST

ଖୋର୍ଦ୍ଧା: ବେଗୁନିଆରୁ ଆନ୍ଧ୍ରପ୍ରଦେଶକୁ ଚୋରା ମଇଁଷି ଚାଲାଣ ବେଧଡକ ଭାବରେ ଚାଲିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । ରବିବାର ରାତିରେ ମଇଁଷି ବୋଝେଇ କଣ୍ଟେନର ଜବତ ଘଟଣାରୁ ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି ।

ମଇଁଷି ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇଁ ଏକ କଣ୍ଟେନର ମଇଁଷି ନେଇ ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ଅଟକ ରଖାଯାଇଥିଲା । କଣ୍ଟେନର ଭିତରେ 48ଟି ମଇଁଷି ଥିଲେ ।

କଣ୍ଟେନର ଡ୍ରାଇଭରକୁ ପୋଲିସ ବେଗୁନିଆ ଥାନାରେ ଅଟକ ରଖି ପଚରାଉଚରା କରୁଥିବାବେଳେ ସମସ୍ତ 48ଟି ମଇଁଷିକୁ ପୋଲିସ ଉଦ୍ଧାର କରି ଭୁବନେଶ୍ଵରସ୍ଥିତ ସିଜୁଆ ଗୋଶାଳାକୁ ପ୍ରଦାନ କରିଛି । ଏହି ସମସ୍ତ ମଇଁଷିକୁ ବେଆଇନ ଭାବରେ ଚାଲାଣ କରାଯାଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.