ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ବଜେଟ ଆଗତ ହୋଇଛି । ଏହି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ ଅନୁରାଗ ସାହୁ । ଶିକ୍ଷା କ୍ଷେତ୍ରରେ କେବଳ ବ୍ୟୟ ବରାଦ ଅପେକ୍ଷା ଏହାର ସଫଳ ପ୍ରୟୋଗ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ