ETV Bharat / state

ସମବାୟ ବିଭାଗରେ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର - ସମବାୟ ବିଭାଗର ଉନ୍ନତି

ବର୍ତ୍ତମାନ ସମୟରେ ଚାଷୀଙ୍କୁ କିପରି ସହଜରେ ବ୍ୟାଙ୍କ ସେବା ମିଳିପାରିବ ସେନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଏକ ସମୀକ୍ଷା ବୈଠକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 1, 2019, 8:07 PM IST

ଖୋର୍ଦ୍ଧା: ବର୍ତ୍ତମାନ ସମୟରେ ଚାଷୀଙ୍କୁ କିପରି ସହଜରେ ବ୍ୟାଙ୍କ ସେବା ମିଳିପାରିବ ସେନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଏକ ସମୀକ୍ଷା ବୈଠକ । ବୈଠକରେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମବାୟ ବିଭାଗର ସମୀକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କୃଷି କ୍ଷେତ୍ରରେ କିପରି ସରଳୀକରଣ କରାଯିବ ସେ ଦିଗରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର କିପରି ସମବାୟ ବିଭାଗରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ଏହି ବୈଠକରେ ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା, ଚିଲିକା ଓ ଜଟଣୀ ବିଧାୟକ ଯୋଗ ଦେଇଥିବା ବେଳେ ସମବାୟ ବିଭାଗର ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସମବାୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Body:ଖୋର୍ଦ୍ଧା : ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ କୃଷକ ମାନଙ୍କୁ କିଭଳି ସହଜରେ ବ୍ୟାଙ୍କ ସେବା ମିଳିପାରିବ ଓ କୃଷି କ୍ଷେତ୍ରରେ କିଭଳି ସରଳିକରଣ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର କିଭଳି ସମବାୟ ବିଭାଗରେ କାର୍ଯ୍ୟକାରୀ ହେବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା, ଚିଲିକା , ଜଟଣୀ ବିଧାୟକ ଯୋଗ ଦେଇଥିବା ବେଳେ ସମବାୟ ବିଭାଗର ଖୋର୍ଦ୍ଧା,ନୟାଗଡ଼ ଓ ପୁରୀ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Conclusion:ବାଇଟ - ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ସମବାୟ ମନ୍ତ୍ରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.