ETV Bharat / state

ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ସେସୁର ପଥପ୍ରାନ୍ତ ନାଟକ - ପଥପ୍ରାନ୍ତ ନାଟକ

ଖୋର୍ଦ୍ଧାରେ ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ପଥପ୍ରାନ୍ତ ନାଟକ କରାଯାଉଛି । ତେବେ ଆସନ୍ତା 15 ମଧ୍ୟରେ ବକେୟା ବିଦ୍ୟୁତ ବିଲ ପୈଠ କରିବାକୁ କୁହାଯାଇଛି । ଯଦି ଗ୍ରାହକମାନେ ସମୟ ମଧ୍ୟରେ ପୈଠ ନ କରନ୍ତି ତେବେ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟିଦିଆଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

khurdha
ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ସେସୁର ପଥପ୍ରାନ୍ତ ନାଟକ
author img

By

Published : Jan 2, 2020, 5:05 PM IST

ଖୋର୍ଦ୍ଧା: ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ସେସୁ ଆରମ୍ଭ କରିଛି ଅଭିନବ ପ୍ରୟାସ । ପଥପ୍ରାନ୍ତ ନାଟକ ଏବଂ ପ୍ରଚାର ଗାଡି ମାଧ୍ୟମରେ ବିଦ୍ୟୁତ ଗ୍ରାହକ ମାନଙ୍କୁ ବକେୟା ବିଦ୍ୟୁତ ବିଲ ପୈଠ କରିବା ପାଇଁ ସଚେତନ କରାଯାଉଛି । ଏନେଇ ଆଜି ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ସେସୁ ପକ୍ଷରୁ ସଚେତନତା ଧର୍ମୀ ନାଟକ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ସେସୁର ପଥପ୍ରାନ୍ତ ନାଟକ

ତେବେ ଯେଉଁ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କର ବାକିଥିବା ବିଦ୍ୟୁତ ବିଲ ଆସନ୍ତା 15 ତାରିଖ ସୁଦ୍ଧା ପୈଠ ନ କରିବେ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟିଦିଆଯିବ ବୋଲି ସେସୁର ସହକାରୀ ଯନ୍ତ୍ରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ପଥପ୍ରାନ୍ତ ନାଟକ

Body:ଖୋର୍ଦ୍ଧା : ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ସେସୁ ଆରମ୍ଭ କରିଛି ଅଭିନବ ପ୍ରୟାସ । ପଥପ୍ରାନ୍ତ ନାଟକ ଏବଂ ପ୍ରଚାର ଗାଡି ମାଧ୍ୟମରେ ବିଦ୍ୟୁତ ଗ୍ରାହକ ମାନଙ୍କୁ ସଚେତନତା କରାଯାଉଛି ବକେୟା ବିଦ୍ୟୁତ ବିଲ ପୈଠ କରିବା ପାଇଁ । ଏନେଇ ଆଜି ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ସେସୁ ପକ୍ଷରୁ ସଚେତନତା ଧର୍ମୀ ନାଟକ ଏବଂ ପ୍ରଚାର କରାଯାଇଛି । ଯେଉଁ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କର ବକିଥିବା ବିଦ୍ୟୁତ ବିଲ ଆସନ୍ତା 15 ତାରିଖ ସୁଦ୍ଧା ପୈଠ ନକରିବେ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟିଦିଆଯିବା ବୋଲି ସେସୁ ସହକାରୀ ଯନ୍ତ୍ରୀ କହିଛନ୍ତି ।

Conclusion:ବାଇଟ - ମାନସ ରଞ୍ଜନ ନାୟକ,ସହକାରୀ ଯନ୍ତ୍ରୀ ସେସୁ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.