ETV Bharat / state

ବାତ୍ୟା ବିପନ୍ନଙ୍କୁ ବିଏମସି ଦେବ 2500 ଟଙ୍କା ଓ 50 କିଲୋ ଚାଉଳ - rice

ବିଏମସି ଦେବ ବାତ୍ୟା ବିପନ୍ନଙ୍କୁ ରିଲିଫ । ବାତ୍ୟା ବିପନ୍ନଙ୍କୁ 2500ଟଙ୍କା ଓ 50 କିଲୋ ଚାଉଳ ଦେବା ନେଇ ବିଏମସି କରିଛି ଘୋଷଣା । 67ଟି ୱାର୍ଡରେ 1 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏନଏଫଏସଏ ଓ ଏସଏଫଏସଏ ଆଧାରରେ ରିଲିଫ ସାମଗ୍ରୀ ବଣ୍ଟାଯିବ ।

ଡିଜାଇନ ଫଟୋ
author img

By

Published : May 6, 2019, 7:59 PM IST

ଭୁବନେଶ୍ବର: ବାତ୍ୟା ବିପନ୍ନଙ୍କୁ 2500ଟଙ୍କା ଓ 50 କିଲୋ ଚାଉଳ ଦେବା ନେଇ ଘୋଷଣା କରିଛି ବିଏମସି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପ୍ରତି ରାସନ କାର୍ଡ ହିତାଧିକାରୀଙ୍କୁ କ୍ଷୟକ୍ଷତି ପାଇଁ 2000 ଟଙ୍କା, ପଲିଥିନ ପାଇଁ 500 ଟଙ୍କାର ଆର୍ଥିକ ସହାୟତା ଓ ପିଡିଏସ ମାଧ୍ୟମରେ 50 କେଜି ଚାଉଳ ରିଲିଫ ଆକାରରେ ରିଲିଫ ବଣ୍ଟାଯିବ । ତେବେ ବିଏମସି 67ଟି ୱାର୍ଡରେ 1 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ରିଲିଫ ସାମଗ୍ରୀ ବଣ୍ଟାଯିବା ନେଇ ସୂଚନା ଦେଇଛି ।

ପ୍ରତ୍ୟେକ ୱାର୍ଡରେ ଦାୟିତ୍ବରେ ଥିବା ୱାର୍ଡ ଅଫିସରମାନଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହି ଟଙ୍କା ବାଣ୍ଟିବେ । ଯେହେତୁ ନଗଦ ଟଙ୍କା ବଣ୍ଟାଯିବ, ପୋଲିସ ପ୍ରଶାସନ ସୁରକ୍ଷା ଦାୟିତ୍ବ ଯୋଗାଇ ଦେବେ ବୋଲି ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

HNM H

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.