ETV Bharat / state

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନାହିଁ ରକ୍ତଭଣ୍ଡାର, ଖର୍ଚ୍ଚାନ୍ତ ରୋଗୀ - ଖୋର୍ଦ୍ଧା

2007 ମସିହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ସଦରମହାକୁମା ଠାରେ ଚାଲିଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସେଠାରୁ ପ୍ରାୟ ଦେଢ କିଲୋମିଟର ଦୂରକୁ ଘୁଞ୍ଚିଯାଇଛି । କିନ୍ତୁ ରକ୍ତଭଣ୍ଡାର ପୁରୁଣା ଡାକ୍ତରଖାନାରେ ରହିଥିବାରୁ ରୋଗୀ ରକ୍ତ ପାଇବାପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 1, 2019, 7:41 PM IST

ଖୋର୍ଦ୍ଧା: ରକ୍ତଭଣ୍ଡାରକୁ ନୂଆ ଡାକ୍ତରଖାନାରେ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଦୀର୍ଘ 12ବର୍ଷ ଧରି ଗୁରୁତର ରୋଗୀଙ୍କ ପାଇଁ ରକ୍ତଭଣ୍ଡାରରୁ ରକ୍ତ ନେବାକୁ ହେଲେ ତାଙ୍କ ସଂପର୍କୀୟ ମାନଙ୍କୁ ଭଡା ବାବଦ ଶହେରୁ ଦେଢଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ଗତ 2007 ମସିହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ସଦର ମହାକୁମା ଠାରେ ଚାଲିଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସେଠାରୁ ପ୍ରାୟ ଦେଢ କିଲୋମିଟର ଦୂରକୁ ସ୍ଥାନାନ୍ତର ହୋଇଛି । କିନ୍ତୁ ରକ୍ତଭଣ୍ଡାର ପୁରୁଣା ଡାକ୍ତରଖାନାରେ ରହିଥିବାରୁ ରୋଗୀ ରକ୍ତ ପାଇବାପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ।

ରାଜ୍ୟ ସରକାର ଚଳିତ ବର୍ଷ ଫେବୃଆରୀ ମାସଠାରୁ ରୋଗୀମାନଙ୍କୁ ମାଗଣା ରକ୍ତ ଯୋଗାଇ ଦେଉଥିବା ବାହାସ୍ପୋଟ ମାରୁଥିବା ବେଳେ ଏହା କିନ୍ତୁ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ମହଙ୍ଗା ପଡୁଛି । ତେଣୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ସେଠାକାର ସ୍ଥାନୀୟ ବାସିନ୍ଦା ରକ୍ତଭଣ୍ଡାରକୁ ନୂଆ ଡାକ୍ତରଖାନାରେ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରକ୍ତ ପାଇବାପାଇଁ ବାର ବର୍ଷ ଧରି ତଣ୍ଡ ଗଣୁଛନ୍ତି ରୋଗୀ

ଖୋର୍ଦ୍ଧା : ବର୍ଷେ କିମ୍ବା ଦୁଇ ବର୍ଷ ନୁଁହ ଦୀର୍ଘ ବାର ବର୍ଷ ଧରି ଗୁରୁତର ରୋଗିପାଇଁ ରକ୍ତ ନେବାକୁ ହେଲେ ତାଙ୍କ ସଂପର୍କୀୟ ମାନଙ୍କୁ ଭଡା ବାବଦ ଶହେ ରୁ ଦେଢ଼ସହ ଟଙ୍କା ତଣ୍ଡ ଗଣିବାକୁ ପଡୁଛି ।

Body:ରାଜ୍ୟ ସରକାର ଚଳିତ ବର୍ଷ ଫେବୃଆରୀ ମାସଠାରୁ ରୋଗୀମାନଙ୍କୁ ମାଗଣା ରକ୍ତ ଯୋଗାଇ ଦେଉଥିବା ବାହାସ୍ପଟ ମାରୁଥିବା ବେଳେ ଏହା କିନ୍ତୁ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ମହଙ୍ଗା ପଡୁଛି । ସୁଚନା ଅନୁଯାଇ ଗତ 2007 ମସିହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ସଦରମହାକୁମା ଠାରେ ଚାଲିଥିବ ଜିଲା ମୁଖ୍ୟ ଡାକ୍ତରଖାନା ସେଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରକୁ ଘୁଞ୍ଚିଯାଇଛି । କିନ୍ତୁ ରକ୍ତଭଣ୍ଡାର ପୁରୁଣା ଡାକ୍ତରଖାନାରେ ରହିଥିବାରୁ ରୋଗୀ ଟିଏ ରକ୍ତ ପାଇବାପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ।

Conclusion:ରକ୍ତଭଣ୍ଡାରକୁ ନୂଆ ଡ଼ାକ୍ତରଖାନାରେ ସ୍ଥାପନ କରିବା ପାଇଁ ଦାବି ହେଉଛି ।

ବାଇଟ1-ଶ୍ୟାମସୁନ୍ଦର ଦାସ,ରୋଗୀ ସମ୍ପର୍କୀୟ
2-ରଘୁନାଥ ନାୟକ,ଏଡିଏମଓ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.