ETV Bharat / state

ବିରୋଧୀଙ୍କ ଦଶହରା ସଂକଳ୍ପ; ବିଜେଡି ସରକାରକୁ ହଟାଇବାକୁ ପ୍ରତିଜ୍ଞା, କ୍ଷମତା ବଜାୟ ଦମ୍ଭୋକ୍ତି ରଖିଲା ସରକାରୀ ଦଳ - କଂଗ୍ରେସ ବିଧାୟକ ସୁର ରାଉତରାଯ

ଏଥର ଦଶହରାରେ ସଂକଳ୍ପ ନେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି ସଂକଳ୍ପ ନେଇ କହିଛି ସାଢେ ଚାରିକୋଟି ଓଡିଆଙ୍କ ମନୋଭାବକୁ ନେଇ 24 ବର୍ଷର କୁଶାସନରେ ଲିପ୍ତ ସରକାରକୁ ହଟେଇବା ପାଇଁ ଆମେ ରାଜନୈତିକ ସଂକଳ୍ପ କରିଛୁ । ବିଜେଡିରେ ଥିବା ମାଳ ମାଳ ମହିଷାସୁରଙ୍କୁ ଲୋକେ ଏଥର ବଦ୍ଧ କରିବେ । ବିଜେପି ସରକାର ଆସିବ ବୋଲି କହିଛନ୍ତି ଦଳୀୟ ନେତା ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ

ବିରୋଧୀଙ୍କ ଦଶହରା ସଂକଳ୍ପ, ବିଜେଡି ସରକାରକୁ ହଟାଇବାକୁ ପ୍ରତିଜ୍ଞା, ବିଜେଡିର ଦମ୍ଭୋକ୍ତି କ୍ଷମତା ବଜାୟ ରଖିବ ଦଳ

author img

By ETV Bharat Odisha Team

Published : Oct 23, 2023, 7:17 PM IST

ବିରୋଧୀଙ୍କ ଦଶହରା ସଂକଳ୍ପ, ବିଜେଡି ସରକାରକୁ ହଟାଇବାକୁ ପ୍ରତିଜ୍ଞା, ବିଜେଡିର ଦମ୍ଭୋକ୍ତି କ୍ଷମତା ବଜାୟ ରଖିବ ଦଳ

ଭୁବନେଶ୍ବର: ଆଗାମୀ 2024 ନିର୍ବାଚନ ପୂର୍ବରୁ ଦଶହରାରେ ବିଜେପି, ବିଜେଡି ଓ କଂଗ୍ରେସର ବିଜୟ ସଂକଳ୍ପକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ଅଛି ନିର୍ବାଚନ । ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇ ଗଲେଣି। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ଯୋଡା ଯାଉଛି । ଏଥର ଦଶହରାରେ ସଂକଳ୍ପ ନେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି ସଂକଳ୍ପ ନେଇ କହିଛି ସାଢେ ଚାରିକୋଟି ଓଡିଆଙ୍କ ମନୋଭାବକୁ ନେଇ 24 ବର୍ଷର କୁଶାସନରେ ଲିପ୍ତ ସରକାରକୁ ହଟେଇବା ପାଇଁ ଆମେ ରାଜନୈତିକ ସଂକଳ୍ପ କରିଛୁ । ବିଜେଡିରେ ଥିବା ମାଳ ମାଳ ମହିଷାସୁରଙ୍କୁ ଲୋକେ ଏଥର ବଦ୍ଧ କରିବେ । ବିଜେପି ସରକାର ଆସିବ ବୋଲି କହିଛନ୍ତି ଦଳୀୟ ନେତା ସୁରଥ ବିଶ୍ବାଳ ।

ଅଧିକ ପଢନ୍ତୁ- Dharmendra Pradhan Visits Sambalpur: ଏକାଧିକ କାର୍ଯ୍ୟକ୍ରମରେ ସାମିଲ, ଚାଲିଛି କ୍ଷେତ୍ର ପ୍ରସ୍ତୁତି !

ସେହିପରି କଂଗ୍ରେସ ସଂକଳ୍ପ କରି କହିଛି ବିଜେଡିରେ ମାଳ ମାଳ ମହିଷାସୁର । ସେହି ମହିଷାସୁର ମାନଙ୍କୁ ଏଥର ଖୋଜି ଖୋଜି ଲୋକେ ବଦ୍ଧ କରିବେ। ରାଜ୍ୟରୁ ନବୀନ ସରକାର ହଟାଇବା ପାଇଁ କଂଗ୍ରେସ ଦୁର୍ଗା ପୂଜାରୁ ପ୍ରତିଜ୍ଞା ନେଇଛି। କଂଗ୍ରେସ କହିଛି ରାଜ୍ୟରୁ ନବୀନ ସରକାର ହଟାଇବା ପାଇଁ କଂଗ୍ରେସ ଦୁର୍ଗା ପୂଜାରୁ ପ୍ରତିଜ୍ଞା ନେଇଛି । ଆସନ୍ତା ୨୭ ତାରିଖ ଦିନ ଖୋର୍ଦ୍ଧା ବରୁଣେଇରୁ ପ୍ରତିଜ୍ଞା କରି କଂଗ୍ରେସ ଆରମ୍ଭ କରିବ ପରିବର୍ତ୍ତନ ହାୱା । ବରୁଣେଇରୁ ଆରମ୍ଭ ହୋଇ ଏହା ସାରା ଓଡିଶା ଯିବ । ଘରକୁ ଘର ଯାଇ ସଚେତନ କରାଯିବ । ଲୋକମାନେ ସଚେତନ ହୋଇଗଲେଣି । ୨୪ରେ କଂଗ୍ରେସ ଖୁବ ଭଲ କରିବ । କେନ୍ଦ୍ରରୁ ମୋଦି ସରକାର ଓ ରାଜ୍ୟ ରୁ ନବୀନ ସରକାର ହଟାଇବା ପାଇଁ କଂଗ୍ରେସ ଦୁର୍ଗା ପୂଜାରୁ ପ୍ରତିଜ୍ଞା ନେଇଛି l ଦରଦାମ ବୃଦ୍ଧି,ନାରୀ ନିର୍ଯାତନା, ବେରୋଜଗାର ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ବିରୋଧୀଙ୍କ ଦଶହରା ସଂକଳ୍ପ ମଧ୍ୟରେ ବିଜେଡି କହିଛି ଲୋକଙ୍କ ହୃଦୟରେ ଦଳ ଅଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତ ହୁଅନ୍ତି। ବିଜେଡି କ୍ରମାଗତଭାବେ ପାଞ୍ଚ ବର୍ଷ ଭିତରେ କାର୍ଯ୍ୟକ୍ରମ କରି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରେ। ଜନସମ୍ପର୍କ ପଦଯାତ୍ରା ଚାଲିଛି। ବର୍ତ୍ତମାନ ପ୍ରତି ପରିବାର ସହିତ ସମ୍ପର୍କ ଯୋଡ଼ିବା ପାଇଁ ଚାଲିଛି। ବିଜେଡିର ପ୍ରତିଷ୍ଠା ଦିବସରେ ସବୁ ଶପଥ ନେବେ। ଷଷ୍ଠ ଥର ପାଇଁ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ବିଧାୟକ ଅମର ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.