ETV Bharat / state

Municipal Election Result : ଖୋର୍ଦ୍ଧା ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି - ପୌର ନିର୍ବାଚନ ଫଳାଫଳ

ସରିଲା ପୌର ନିର୍ବାଚନ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ । ଭୋଟ ଗଣତି ସରିବା ପରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସବରେ ମାହୋଲ । ତେବେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ପୌର ପରିଷଦର ମୋଟ ୨୨ଟି ୱାର୍ଡରୁ ବିଜେଡି ୧୩ଟି କାଉନସିଲର ବିଜୟୀ ହୋଇଥିବା ବେଳେ 4 ବିଜେପି କାଉନସିଲର ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

Municipal Election Result : ଜଟଣୀ ଅଧ୍ୟକ୍ଷ ପଦ ଦଖଲା କଲା ବିଜେଡି

author img

By

Published : Mar 26, 2022, 5:15 PM IST

Updated : Mar 26, 2022, 7:06 PM IST

ଖୋର୍ଦ୍ଧା: ସରିଲା ପୌର ନିର୍ବାଚନ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ । ଭୋଟ ଗଣତି ସରିବା ପରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସବରେ ମାହୋଲ । ତେବେ ଖୋର୍ଦ୍ଧା ପୌର ପରିଷଦର ମୋଟ ୨୨ଟି ୱାର୍ଡରୁ ବିଜେଡି ୧୩ଟି କାଉନସିଲର ବିଜୟୀ ହୋଇଥିବା ବେଳେ 4 ବିଜେପି କାଉନସିଲର ବିଜୟୀ ହୋଇଛନ୍ତି ।

ସେହିଭଳି ସ୍ୱାଧୀନ ୫ କାଉନସିଲର ବିଜୟୀ ହୋଇଛନ୍ତି । ଅଧକ୍ଷା ଭାବେ ବିଜୁ ଜନତା ଦଳର ପ୍ରାର୍ଥୀନୀ କନକଲକ୍ଷ୍ମୀ ମହାନ୍ତି ୧୧,୪୨୫ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀନୀ କୁନିଲତା ସ୍ୱାଇଁ ୧୦,୫୭୩ ଭୋଟ ପାଇଛନ୍ତି । ଏଥିସହ ପ୍ରାର୍ଥୀନୀ ବିନୋଦିନୀ ମହାପାତ୍ର ୨୯୫୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ ବିଜୁ ଜନତା ଦଳର ପ୍ରାର୍ଥୀନୀ କନକଲକ୍ଷ୍ମୀ ମହାନ୍ତି ୮୫୨ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 26, 2022, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.