ETV Bharat / state

ବେଗୁନିଆ ନିର୍ବାଚନମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି

ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି । ଏ ନେଇ ପିଚୁକୁଳି ୫୭ ନମ୍ବର ରାଜପଥ ନିକଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବେଗୁନିଆ ନିର୍ବାଚନମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି
ବେଗୁନିଆ ନିର୍ବାଚନମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି
author img

By

Published : Jul 30, 2020, 4:05 AM IST

Updated : Jul 30, 2020, 4:49 AM IST

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି । ଏ ନେଇ ପିଚୁକୁଳି ୫୭ ନମ୍ବର ରାଜପଥ ନିକଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବେଗୁନିଆ ନିର୍ବାଚନମଣ୍ଡଳୀକୁ ମରୁଡି ଦାବି କଲା କମ୍ୟୁନିଷ୍ଟ ପାର୍ଟି

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମରୁଡି ପରିସ୍ଥିତିକୁ ନେଇ ବୁଧବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ପକ୍ଷରୁ ଚାଷୀ ଓ କମ୍ୟୁନିଷ୍ଟ କର୍ମୀଙ୍କୁ ନେଇ ପିଚୁକୁଳି ୫୭ ନମ୍ବର ରାଜପଥ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ ଓ ବୋଲଗଡ ୨ଟି ବ୍ଲକ ଅଞ୍ଚଳକୂ ମରୁଡି ଦାବି ସହ ଚାଷୀ ମାନଙ୍କ କୃଷି ଋଣଛାଡ ,ଶ୍ରମିକ ମାନଙ୍କୁ କାମ ଯୋଗାଣ,କାଳିଆ ଟଙ୍କା ଫେରାଇ ନନେବା ପାଇଁ ଦାବି କରିଛନ୍ତି । ଏହା ସହିତ କୃଷକର ସମସ୍ତ ଜମିକୁ ବୀମାଭୁକ୍ତ କରିବା ଏମିତି ଅନେକ ଦାବିକୁ ନେଇ କମ୍ୟୁନିଷ୍ଟ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ଗୁଡିକ ସରକାର ପୂରଣ ନକଲେ ଆଗାମୀ ଦିନରେ ଏହି ଧାରଣା ତୀଵ୍ରରୂପ ନେବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 30, 2020, 4:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.