ETV Bharat / state

ବସ୍ତିବାସିନ୍ଦାଙ୍କୁ କୋରୋନା ସଚେତନତା ଦେଲା ପୌର ପ୍ରଶାସନ - ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ

ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏକ ସଚେତନତା ବୈଠକରେ ଯୋଗ ଦେଇ କୋରୋନାକୁ କିଭଳି ଦୂରେଇ ରଖାଯାଇ ପାରିବ ସେନେଇ ପରାମର୍ଶ ଦେଇଥିଲେ । ଅଧିକ ପଢନ୍ତୁ..

ବସ୍ତିବାସିନ୍ଦାଙ୍କୁ କୋରୋନା ବିଷୟରେ ସଚେତନ କଲା ପୌର ପ୍ରଶାସନ
ବସ୍ତିବାସିନ୍ଦାଙ୍କୁ କୋରୋନା ବିଷୟରେ ସଚେତନ କଲା ପୌର ପ୍ରଶାସନବସ୍ତିବାସିନ୍ଦାଙ୍କୁ କୋରୋନା ବିଷୟରେ ସଚେତନ କଲା ପୌର ପ୍ରଶାସନ
author img

By

Published : Jul 23, 2020, 7:44 PM IST

ଖୋର୍ଦ୍ଧା: ଜିଲ୍ଲାରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ କୋରୋନା ଗୋଷ୍ଠୀ ସଂକ୍ରମଣରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପୌର ପ୍ରଶାସନ । ଖୋର୍ଦ୍ଧା ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ଗୁରୁବାର ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା ।

ବସ୍ତିବାସିନ୍ଦାଙ୍କୁ କୋରୋନା ବିଷୟରେ ସଚେତନ କଲା ପୌର ପ୍ରଶାସନ
ବସ୍ତିବାସିନ୍ଦାଙ୍କୁ କୋରୋନା ବିଷୟରେ ସଚେତନ କଲା ପୌର ପ୍ରଶାସନ

ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଯୋଗ ଦେଇ କୋରୋନାକୁ କିଭଳି ଦୂରେଇ ରଖାଯାଇ ପାରିବ ସେନେଇ ପରାମର୍ଶ ଦେଇଥିଲେ । ସେହିପରି ବସ୍ତି ପରିସରରେ କୌଣସି ବ୍ୟକ୍ତି ଥଣ୍ଡା, କାଶ, ଜ୍ବର ପରି କୋଭିଡ 19ର ପ୍ରାଥମିକ ଲକ୍ଷଣ ଦେଖାଦେଲେ ସେମାନଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ପୌର ଅଧିକାରୀଣୀ ଶ୍ବେତପଦ୍ମା ଶତପଥୀ ବୈଠକରେ ଅନୁରୋଧ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.