ETV Bharat / state

କୋରୋନା ମାଡରେ ଖାଁଖାଁ ସରକାରୀ କାର୍ଯ୍ୟାଳୟ - corona

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଆତଙ୍କରେ ଯେମିତି ଆତଙ୍କିତ ହୋଇଯାଇଛି ସରକାରୀ କାର୍ଯ୍ୟାଳୟ । ସଂକ୍ରମଣ ଭୟରେ ପ୍ରାୟ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଅଧିକ ପଢନ୍ତୁ...

କୋରୋନା ମାଡରେ ଖାଁ ଖାଁ ସରକାରୀ କାର୍ଯ୍ୟାଳୟ
କୋରୋନା ମାଡରେ ଖାଁ ଖାଁ ସରକାରୀ କାର୍ଯ୍ୟାଳୟ
author img

By

Published : Jul 28, 2020, 3:41 PM IST

ଖୋର୍ଦ୍ଧା: ଜିଲ୍ଲାରେ ଦ୍ରୁତଗତିରେ ମାଡିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବହାରିନଥିବା ବେଳ ସରକାର ଲକଡାଉନ ଏବଂ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ଚାରୋଟି ଜିଲ୍ଲାକୁ ପୁନର୍ବାର ଲକଡାଉନ ଘୋଷଣା କରିଛନ୍ତି ।

କୋରୋନା ମାଡରେ ଖାଁ ଖାଁ ସରକାରୀ କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଆତଙ୍କରେ ଯେମିତି ଆତଙ୍କିତ ହୋଇଯାଇଛି ସରକାରୀ କାର୍ଯ୍ୟାଳୟ । ସଂକ୍ରମଣ ଭୟରେ ପ୍ରାୟ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ଯ୍ୟାଳୟର ବାହାରେ ଅଭିଯୋଗ ବକ୍ସ ରଖାଯାଇଥିବା ବେଳେ ଲୋକଙ୍କୁ ଅନଲାଇନ ଅଭିଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

ସେହିଭଳି ଅନ୍ୟ ବିଭାଗର କାର୍ଯ୍ୟାଳୟ କୋରୋନା ପାଇଁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବନ୍ଦ ରହିଥିବା ସରକାରୀ କାର୍ଯ୍ୟାଳୟକୁ ଦେଖିଲେ ଯେମିତି ଲାଗୁଛି କୋରୋନାର ଭୟ ଗ୍ରାସିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.