ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଜଳସେଚନ ପାଇଁ ଉଦିଷ୍ଟ ରାଜୁଆ ପ୍ରକଳ୍ପ ପରିଦର୍ଶନ କରି ଏହାର କାର୍ଯ୍ୟ ସମୀକ୍ଷା କରିଛନ୍ତି । ମୋଟ 35 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ଏହି ପ୍ରକଳ୍ପ ଦ୍ବାରା 2666 ହେକ୍ଟର ଜଳସେଚନ ହୋଇ ପାରିବ । ଏହି ପ୍ରକଳ୍ପ ଦ୍ବାରା ବହୁ ସଂଖ୍ୟାରେ କୃଷକ ଉପକୃତ ହେବେ ବୋଲି ଆଶା ସରକାର ଆଶା ରଖିଛନ୍ତି । ତେବେ ଶୁକ୍ରବାର ଏହି ପ୍ରକଳ୍ପ କାର୍ଯ୍ୟକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ବୁଲି ସମୀକ୍ଷା କରିଛନ୍ତି ଅପରାଜିତା । ସେହିପରି ଡିସେମ୍ବର 2023 ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜୁଆ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ରାଜୁଆ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଡିସେମ୍ବର 2023 ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଲେ ବିଭାଗୀୟ ଅଧିକାରୀ । ଅଧିକ ପଢ଼ନ୍ତୁ